ସିବିଆଇ-ଇଡି ପ୍ରସଙ୍ଗ: ମୋଦି ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ୧୪ ଦଳ ନିରାଶ
ନୂଆଦିଲ୍ଲୀ : କେନ୍ଦ୍ରସରକାର ନିଜ କ୍ଷମତାର ଦୁରୁପଯୋଗ କରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଖାରଜ ହୋଇଯାଇଛି। ଏହି ମାମଲାର ବିଚାର ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଛନ୍ତି। କେନ୍ଦ୍ରରେ ମୋଦି ସରକାର…