ହନୁମାନ ଜୟନ୍ତୀରେ ଟେକା ମାଡ଼କୁ ଓଡ଼ିଶାବାସୀ ବରଦାସ୍ତ କରିବେନି : ଗିରିରାଜ
ଭୁବନେଶ୍ୱର : ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ସଂସ୍କୃତିସମ୍ପନ୍ନ ରାଜ୍ୟ। ମାତ୍ର ଏଠାରେ କଠୋରପନ୍ଥୀ ମୁଣ୍ଡ ଟେକୁଛନ୍ତି। ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଟେକାମାଡ଼ ହୋଇଛି। ଏହାକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ କି ଦେଶ ଗ୍ରହଣ କରିବ ନାହିଁ ବୋଲି…