Month: April 2023

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ କେଉଁକେଉଁ ସ୍ଥାନରେ ଦେଖିବାକୁ ମିଳିବ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟୋପରାଗ ଗୁରୁବାର ଏପ୍ରିଲ ୨୦ ତାରିଖରେ ପଡ଼ୁଛି। ଏହା ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯିବ। ଦେଖାଯିବାର ସମୟ ସକାଳ ୭.୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରହିଛି। ସୂର୍ଯ୍ୟପରାଗର ଅବଧି ମୋଟ ୫ ଘଣ୍ଟା ୨୪…

ପୁଲିସକୁ ସଫଳତା: ନାଶିକରୁ ଗିରଫ ହେଲା ଗୁଡୁ ମୁସଲିମ୍‌

ପ୍ରୟାଗରାଜ : ଉମେଶ ପାଲ ହତ୍ୟାକାଣ୍ଡରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ଅତିକ ଅହମଦ ଗ୍ୟାଙ୍ଗର ଗୁଡୁ ମୁସଲିମକୁ ଆଜି ଉତ୍ତର ପ୍ରଦେଶ ପୁଲିସ୍‌ର ଏସଟିଏଫ ମହାରାଷ୍ଟ୍ରର ନାଶିକରୁ ଗିରଫ କରିଛି। ଉମେଶ…

କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲା ଗୁଜରାଟ ବିଶ୍ୱବିଦ୍ୟାଳୟ

ଅହମଦାବାଦ: ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଏମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ସମନ ଜାରି କରାଯାଇଛି। ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ…

ପ୍ରାତଃ ଭ୍ରମଣବେଳେ ବ୍ୟକ୍ତିଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

ଆଲିଗଡ଼ : ପୁଣିଥରେ ସାମ୍ନାକୁ ଆସିଛି ବୁଲା କୁକୁରଙ୍କ ଦୌରାତମ୍ୟ। ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲା କୁକୁର କେମିତି ଛୋଟ ପିଲାଙ୍କୁ ଝୁଣି ମାରି ଦେଉଥିଲେ, ତା’ର ଖବର ଆସୁଥିଲା। ହେଲେ ଏବେ ଜଣେ ବ୍ୟକ୍ତି ବୁଲା କୁକୁରଙ୍କ ମିଳିତ ଆକ୍ରମଣରେ…

ଘୋଷଣା କରିଛନ୍ତି।ପଶ୍ଚିମବଙ୍ଗରେ କାଲିଠାରୁ ସପ୍ତାହେ ସ୍କୁଲ ଛୁଟି

କୋଲକାତା : ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହକ ଯାଏ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ…

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଅବଦୁଲ ଶକୁର

ଲାହୋର: ଏକ ସଡକ ଦୁର୍ଘଟଣାରେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ମୁଫତି ଅବଦୁଲ ଶକୁରଙ୍କର ମୃତ୍ୟୁ ହୋଇଛି। ସେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଥିଲେ। ଏହି ସଡକ ଦୁର୍ଘଟଣା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ କହିଛି ଯେ…

ଆମେ ଅତିକ-ଅସରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ

ପ୍ରୟାଗରାଜ : କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍‌କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ…

ଅତିକଙ୍କ ହତ୍ୟା: ସାମ୍ବାଦିକଙ୍କ ପାଇଁ ଏସ୍‌ଓପି ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ : ଫିଲ୍ଡରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗୋଟିଏ ଏସ୍‌ଓପି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ବେଶରେ ଆସି ୩ ଜଣ ଯୁବକ କ୍ୟାମେରା ସାମ୍ନାରେ ମାଫିଆରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ…

ଅତିକ ଓ ଅଶରଫଙ୍କୁ ହତ୍ୟା କରିଥିବା ୩ ଯୁବକ ଅଭ୍ୟାସଗତ ଅପରାଧୀ

ପ୍ରୟାଗରାଜ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ସଂପର୍କରେ ସୂଚନା ଦେଇଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ। ଗିରଫ ହୋଇଥିବା ଏହି ୩ ଯୁବକ ହେଉଛନ୍ତି- ଲବଲେଶ…

‘ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ଶେଷ ହୋଇଯାଇଛି’: ବିରୋଧୀ ନେତା

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ପୁଲିସ ଉପସ୍ଥିତିରେ ଗତ ଶନିବାର ରାତିରେ ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ତିନିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ପ୍ରୟାଗରାଜରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି…