Month: April 2023

ନରୋଦା ଗାମ ଦଙ୍ଗା: ଦୋଷୀଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ଚ୍ୟାଲେଞ୍ଜ କରିବ ସୁପ୍ରିମ୍‌କୋର୍ଟଙ୍କ ନେତୃତ୍ୱାଧୀନ ଏସଆଇଟି

ନୂଆଦିଲ୍ଲୀ: ୨୦୦୨ ନରୋଦା ଗାମ ଦଙ୍ଗା ମାମଲାରେ ସମସ୍ତ ୬୭ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ। ଅହମଦାବାଦର ନରୋଦା ଗାମ ଅଞ୍ଚଳରେ ଗୋଧ୍ରା ଘଟଣାର…

ସାମାନ୍ୟ ଘଟଣାରୁ ଡେଲିଭରୀ ବୟଙ୍କୁ ପିଟିପିଟି ହତ୍ୟା କଲେ ୨ ଯୁବକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଗୋଟିଏ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାରୁ ୨ ଜଣ ଯୁବକ ଜଣେ ୩୯ ବର୍ଷୀୟ ଡେଲିଭରୀ ବୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଦୁଇ ଯୁବକ ହେଲେ ୧୯ ବର୍ଷୀୟ ମନୀଷ କୁମାର ଓ…

ଆନ୍ଦୋଳନରେ ରେସଲର, ଏଥର ସବୁ ଦଳକୁ ସ୍ୱାଗତ କରାଯିବ କହିଲେ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ଦେଶର ଷ୍ଟାର ରେଲସରମାନେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଗତଥର ଯେତେବେଳେ ସେମାନେ…

ବିକ୍ଷୋଭ ବେଳେ ପୁଲିସ୍‌କୁ ଚାପୁଡ଼ା ଓ ଧକ୍କା ମାରିଲେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ବିକ୍ଷୋଭ ବେଳେ ପୁଲିସ୍‌କୁ ଚାପୁଡ଼ା ଓ ଧକ୍କା ମାରିଛନ୍ତି। ସେ ପୁଲିସ୍‌ କର୍ମଚାରୀମାନଙ୍କୁ ଠେଲାପେଲା କରିବାରୁ ତାଙ୍କୁ ଅଟକ…

ସଞ୍ଜୟ ରାଉତଙ୍କ ‘ଡେଥ ୱାରେଣ୍ଟ’ ବୟାନକୁ ଫଡନାଭିସଙ୍କ ‘ଡୋପିଂ’ କାଉଣ୍ଟର

ମୁମ୍ବାଇ : ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ‘ଡେଥ ୱାରେଣ୍ଟ’ ବୟାନ ଦ୍ୱାରା ବାଣ ମାରିଛନ୍ତି ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ରାଉତ। ତେବେ ତାଙ୍କର ଏହି ଡେଥ ୱାରେଣ୍ଟ ବୟାନକୁ କ୍ରୀଡ଼ାରେ ବ୍ୟବହାର ହେଉଥିବା ଡୋପିଂ ଶବ୍ଦର ବ୍ୟବହାର…

ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ଲଳିତ ମୋଦି

ନୂଆଦିଲ୍ଲୀ : ଆଇପିଏଲର ପୂର୍ବତନ କମିଶନର ତଥା ପଳାତକ ଘୋଷିତ ଲଳିତ ମୋଦି ଆଜି ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଅଦାଲତ ଅବମାନନା ମାମଲାରେ ସେ କ୍ଷମା ମାଗିବାରୁ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରାଯାଇଛି। ଭାରତରୁ ଠକେଇ କରି…

ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ: ମମତାଙ୍କୁ ଭେଟିଲେ ନୀତୀଶ କୁମାର ଓ ତେଜସ୍ୱୀ

କୋଲକାତା : ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରମ୍ଭ କରିଥିବା ଉଦ୍ୟମ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛି। ଆଜି ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବ ପଶ୍ଚିମବଙ୍ଗର ହାୱଡାରେ ମୁଖ୍ୟମନ୍ତ୍ରୀ…

ବୀରଭୂମିରୁ ମିଳିଲା ଅଘୋରି ସାଧୁଙ୍କ ମୃତଦେହ, ଅତିକ ହତ୍ୟାର ପ୍ରତିଶୋଧ କଥା କହିଲା ବିଜେପି

କୋଲକାତା : ପଶ୍ଚିମବଙ୍ଗର ବୀରଭୂମିରୁ ଜଣେ ସାଧୁଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୀରଭୂମିର ପୁରାନନ୍ଦାପୁରରେ ଥିବା କାଳୀ ମନ୍ଦିର ଗଛରୁ ଅଘୋରି ସାଧୁ ବାବା ଭୂବନ ବାବାଙ୍କ ମୃତଦେହକୁ ଠାବ କରାଯାଇଛି। ଅଘୋରି ସାଧୁଙ୍କ ମୃତଦେହ ମିଳିବା ପରେ ବିଜେପି ପକ୍ଷରୁ…

ସମ୍ପନ୍ନ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ

ସମ୍ବଲପୁର : ସମ୍ପନ୍ନ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ । ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା । ଆଜି ପବିତ୍ର ଅକ୍ଷୟ ତୃତୀୟା…

ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଛି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳାରେ ପହଞ୍ଚିବା ପରେ ସେଠାରେ ସୁନା…