Month: April 2023

ଡାକୋଟା ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ, କହିଲେ- ଓଡ଼ିଶାଠୁ ଅନେକ କିଛି ଶିଖିବାର ଅଛି

ଭୁବନେଶ୍ବର: ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା କ୍ରିଷ୍ଣାମୂର୍ତ୍ତୀ ଗୁରୁବାର ବିଜୁବାବୁଙ୍କ ଡାକୋଟା ଦେଖି ଭାବବିହ୍ବଳ ହୋଇଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ପ୍ରଦର୍ଶିତ ଡାକୋଟାକୁ ଦେଖିବା ପାଇଁ ସେ ଆସିଥିଲେ। ଇଣ୍ଡୋନେସିଆ ନାଗରିକ ଭାବେ ଡାକୋଟାକୁ ଦେଖିବା…

ଏକନାଥ ସାବଧାନ ରୁହ: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ରାଜନୈତିକ ତାତି ଆରମ୍ଭ ହୋଇଯାଇଛି | ବାସ୍ତବରେ କିଛିଦିନ ତଳେ ଉଦ୍ଧବ ଗୋଷ୍ଠୀ ନେତା ସଂଜୟ ରାଉତ ବିଜେପି-ଶିବସେନାକୁ ଟାର୍ଗେଟ୍‌ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ଡେଥ୍‌ ୱାରେଣ୍ଟ…

ଚୀନ, ପାକିସ୍ତାନର ମୁକାବିଲା ପାଇଁ ଭାରତ ଗଢିଲା ‘ସାଇବର ସେନା’

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପଟୁ କେବଳ ପାରମ୍ପରିକ ଯୁଦ୍ଧକ୍ଷେତ୍ରରେ ନୁହେଁ, ସାଇବର କ୍ଷେତ୍ରରେ ବି ବିପଦ ଆଶଙ୍କା ବଢିଯାଇଛି । ବିଶେଷକରି ଏ କ୍ଷେତ୍ରରେ ଚୀନ ପଟୁ ସର୍ବାଧିକ ବିପଦ ଆଶଙ୍କା ରହିଛି । ଯୁଦ୍ଧ ସମୟରେ ଚୀନର…

ମହିଳା କ୍ରିକେଟରଙ୍କ ପ୍ରତି ବିସିସିଆଇର ଅଣଦେଖା !

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ମହିଳା କ୍ରିକେଟରଙ୍କ ନୂତନ ଚୁକ୍ତିନାମା ତାଲିକା ପ୍ରକାଶ ପାଇଛି। ନୂତନ ଚୁକ୍ତି ତାଲିକାରେ ମୋଟ ୧୭ ଖେଳାଳିଙ୍କୁ ବିସିସିଆଇ ସ୍ଥାନ ଦେଇଛି। ତେବେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ବିସିସିଆଇ କେବଳ ଦୁଇ ଖେଳାଳିଙ୍କୁ…

ଦାନ୍ତେଓ୍ବାଡ଼ା ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ମାଓବାଦୀଙ୍କ ଦରଭା ଡିଭିଜନ୍

ଭୁବନେଶ୍ବର : ବୁଧବାରଦିନ ଛତିଶଗଡ଼ର ଦାନ୍ତେଓ୍ବାଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି । ବ୍ରାହ୍ମଣବାଦୀ ହିନ୍ଦୁତ୍ବ ଓ ଫାସିବାଦୀ କେନ୍ଦ୍ର ସରକାର ଓ ଜନବିରୋଧୀ ରାଜ୍ୟ…

ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଆଲୋଚନା ସରଗରମ ହୋଇଛି | ଆଜି ଶରଦ କହିଛନ୍ତି ଯେ ରୁଟି ଓଲଟାଇବାର ସମୟ ଆସିଛି। ମୁମ୍ବାଇରେ…

ପ୍ରଧାନମନ୍ତ୍ରୀ ନିବାସରେ ୫୦୦ କୋଟି ଖର୍ଚ୍ଚ କାହିଁକି ?

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ ହେବା କଥା ଜଣାପଡ଼ିବା ପରେ ବିଜେପି କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛି । ଏହାର ଜବାବରେ ଆମ ଆଦମି ପାର୍ଟି ପକ୍ଷରୁ ମଧ୍ୟ କୁହାଯାଇଛି…

ପ୍ଲାଷ୍ଟିକରୁ ଇଟା ତିଆରି କଲେ ଯୁବତୀ

ନାଇରୋବି: ପ୍ଲାଷ୍ଟିକ୍ କେତେ ବିପଜ୍ଜନକ, ଏହା ତ ଆପଣ ନିଶ୍ଚୟ ଜାଣିଥିବେ | ପ୍ଲାଷ୍ଟିକ ଯେଭଳି ଆମ ପରିବେଶକୁ ପ୍ରଦୂଷିତ କରୁଛି ତାହାକୁ ନେଇ ପରିବେଶବିତ ଚିନ୍ତାରେ ପଡିଯାଇଛନ୍ତି | ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରୟାସ…

ସୁଦାନରୁ ଫେରିଲେ ୩୬୦ ଭାରତୀୟ, ବିମାନ ବନ୍ଦରରେ ଭାବବିହ୍ୱଳ ପରିବେଶ

ନୂଆଦିଲ୍ଲୀ : ଅପରେସନ ‘କାବେରି’ ଜରିଆରେ ଅଶାନ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଗତକାଲି ସନ୍ଧ୍ୟାରେ ଦେଶରେ ପାଦ ଦେଇଛନ୍ତି। ଏହି ସମୟରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଭାରତ ମାତା କି…

ବିଦ୍ରୋହୀ ଜଗଦୀଶ ଓ ଲକ୍ଷ୍ମଣଙ୍କୁ ହରାଇବା ପାଇଁ ବିଜେପିର ସ୍ୱତନ୍ତ୍ର ପ୍ଲାନ

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପି ପାଇଁ ଏଥର ବିଦ୍ରୋହୀ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଲାଗିଛନ୍ତି। ବିଜେପି ଛାଡ଼ିଥିବା ପ୍ରାୟ ୧୦ ଜଣ ବରିଷ୍ଠ ନେତା ବିରୋଧୀ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହି ବିଦ୍ରୋହୀମାନେ ବିଜେପିର ପାରମ୍ପରିକ…