Month: March 2023

ଭଗବାନ ହନୁମାନଙ୍କ ଫଟୋଚିତ୍ର ଆଗରେ ପୋଜ୍‌ ଦେଲେ ମହିଳା ବଡିବିଲଡର୍ସ, କଂଗ୍ରେସ-ବିଜେପି ମାରପିଟ୍‌

ଭୋପାଳ : ଗୋଟିଏ ବଡିବିଲଡିଂ ପ୍ରତିଯୋଗିତା ଏବେ ରାଜନୀତିକ କୁସ୍ତି ମ୍ୟାଚ୍‌ରେ ପରିଣତ ହୋଇଛି। ମଧ୍ୟପ୍ରଦେଶର ରତଲମରେ ଆୟୋଜିତ ବଡିବିଲଡିଂ ପ୍ରତିଯୋଗିତାକୁ ନେଇ କଂଗ୍ରେସ ଓ ବିଜେପି କର୍ମୀମାନେ ପିଟାପିଟି ହୋଇଛନ୍ତି। ଷ୍ଟେଜ ଉପରେ ଭଗବାନ ହନୁମାନଙ୍କ ଫଟୋଚିତ୍ର ରଖି ତାଙ୍କ…

ସାଂସଦଙ୍କ ବଡ଼ ଦାବି: ଦୁଇ ଦିନ ଭିତରେ ଅତିକଙ୍କ ପୁଅଙ୍କୁ ଗୁଳି କରାଯାଇପାରେ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଅତିକ ଅହମଦଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କୁ ଦିନେ କି ଦୁଇ ଦିନ ଭିତରେ ଗୁଳି କରି ମାରି ଦିଆଯିବ ବୋଲି ଦାବି କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଲ ଯାଦବ। ସାମ୍ବାଦିକମାନଙ୍କୁ…

ଆଗୁଆ ଜାମିନ ପରେ ବିଜେପି ବିଧାୟକଙ୍କୁ ହିରୋ ଷ୍ଟାଇଲରେ ସ୍ୱାଗତ, ୫ ଦିନ ଫେରାର ଥିଲେ

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଜେପି ବିଧାୟକ ମଡଲ ବିରୁପକ୍ଷପ୍ପାଙ୍କୁ ଆଜି ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଜାମିନ ମିଳିବା ପରେ ତାଙ୍କୁ ହିରୋ ଭଳି ବିଶାଳ ଶୋଭାଯାତ୍ରା କରି ସ୍ୱାଗତ କରାଯାଇଛି। ତାଙ୍କ ହୋମ ଟାଉନ ଡାଭାଙ୍ଗେରେରେ ଶତାଧିକ ଲୋକ ଏକାଠି…

ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ, ଖର୍ଚ୍ଚ ହେବ ୧୧ କୋଟି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବେୟକୁ ଆଇନ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ଆଜି…

ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଅଭିଯାନରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବାର…

ପୂର୍ବ ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ…

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ…

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ…

ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର

ଗୁଣପୁର: ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର। ନାଳ ପାଖରୁ ଉଦ୍ଧାର ହେଲେ ଯୁବତୀ। ରାୟଗଡା ଜିଲ୍ଲା ଗୁଣପୁର ଥାନା ବନ୍ଧୁଗୁଡା ନୀଳକଣ୍ଠ ନଗର ନାଳ ପାଖରେ ଜଣେ ଯୁବତୀ ଅଚେତ ହୋଇ ପଡିଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର…

ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସିସିଟିଭି ଜଗିବ ମାଟ୍ରିକ୍ ପରୀକ୍ଷା କପି

ଭୁବନେଶ୍ବର : ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ଯାହାର ଗାତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି। ସେହିପରି ପରୀକ୍ଷାରେ…