ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ଉଚିତ୍: ସଚିନ ପାଇଲଟ
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସଚିନ ପାଇଲଟ । ସେ କହିଛନ୍ତି,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ କଥା ଶୁଣିବା ଉଚିତ୍। ରାଜସ୍ଥାନରେ ‘ସ୍ୱାସ୍ଥ୍ୟ ଅଧିକାର’ ବିଲ୍କୁ ବିରୋଧ କରି ଡାକ୍ତରମାନେ…