Month: March 2023

ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ!

ଲଖନଉ: ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ | ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହୋଲି ଚାଇଲ୍ଡ ଏକାଡେମୀରେ ଫି ନଦେବା କାରଣରୁ ଦୁଇ ପିଲାଙ୍କ କେଶ କାଟି ଦିଆଯାଇଥିବାର ଘଟଣା ସାମ୍ନାକୁ ଆସିଛି | ଏହି ଘଟଣାକୁ ନେଇ…

ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ୍, ଅଟକାଇଲେ ସମର୍ଥକ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ଗିରଫ କରିବା ପାଇଁ ତାଙ୍କ ଲାହୋରସ୍ଥିତ ବାସଭବନରେ ପୁଲିସ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାହାର ବିରୋଧ କରିଛନ୍ତି । ସମର୍ଥକମାନେ ବହୁ…

ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛି କୋଟିକୋଟି ଟଙ୍କାର ଦାନ, ଗଣିବା ଲାଗି ତିରୁପତି ଭଳି ହେବ ବ୍ୟବସ୍ଥା

ନୂଆଦିଲ୍ଲୀ: ଅଯୋଧ୍ୟା ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବୃଦ୍ଧି ପାଇଛି। ମନ୍ଦିରର ଅଧିକାରୀ ଏହାକୁ ନେଇ କହିଛନ୍ତି, ‘ଗତ ୧୫ଦିନ ମଧ୍ୟରେ ମନ୍ଦିର ଦାନବାକ୍ସକୁ ପାଖାପାଖି ଏକ କୋଟି ଟଙ୍କା ଆସି ସାରିଛି।…

ଅସ୍ତ୍ରଶସ୍ତ୍ର କିଣାରେ ନମ୍ବର ୱାନ୍ ଭାରତ

ନୂଆଦିଲ୍ଲୀ : ଅସ୍ତ୍ରଶସ୍ତ୍ର କିଣାରେ ପୁଣି ନମ୍ବର ୱାନ୍ ଦେଶ ପାଲଟିଛି ଭାରତ। ବିଶ୍ୱରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ମଧ୍ୟରେ ଭାରତର ନାଁ ଶୀର୍ଷରେ ରହିଛି। ଷ୍ଟକହୋମ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ସିପରି’ ପକ୍ଷରୁ ଜାରି କରାଯାଇଥିବା ଏକ…

ବିଧାନସଭାରେ ହଙ୍ଗାମା, ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ

ପାଟନା : ବିଧାନସଭାରେ ଜୋରଦାର ହଙ୍ଗାମା। ଗାଲିଗୁଲଜ କରିବା ସହ ମାଇକ ଭାଙ୍ଗିଲେ ବିଜେପି ବିଧାୟକ। ଆଜି ବିହାର ବିଧାନସଭାର ପ୍ରଶ୍ନ କାଳ ଚାଲିଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପୂରା ଘଟଣା ଭିଡିଓ ସୋଶାଲ ମିଡିଆରେ…

ରାଜସ୍ଥାନ ପାଇଁ ଅଣ୍ଟା ଭିଡ଼ିଲାଣି ଆପ୍‌, ସମସ୍ତ ୨୦୦ ଆସନରେ ଦେବ ପ୍ରାର୍ଥୀ

ଜୟପୁର : ଗୋଆ, ପଞ୍ଜାବ ଓ ଗୁଜରାଟ ପରେ ଏବେ ରାଜସ୍ଥାନ ଉପରେ ଆଖି ପକାଇଛି ଆମ୍ ଆଦମ୍ ପାର୍ଟି (ଆପ୍)। ଚଳିତ ବର୍ଷ ଶେଷ ଆଡ଼କୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ୨୦୦ ଆସନରେ ପ୍ରାର୍ଥୀ…

ବିିମାନ ପରେ ଏବେ ଟ୍ରେନ୍‌: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟି

ନୂଆଦିଲ୍ଲୀ : ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ଉପରେ ଆଉ ଜଣେ ଯାତ୍ରୀ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ମଧ୍ୟ ହୋଇଥିଲା। ଏବେ ବିମାନ ପରେ ଟ୍ରେନ୍‌ରେ ସମାନ ଘଟଣା ସାମ୍ନାକୁ…

ଓସ୍କାର ପୁରସ୍କାର ପାଇଁ ସରକାର ଓ ମୋଦିଜୀ ଶ୍ରେୟ ନିଅନ୍ତୁ ନାହିଁ, ଅନୁରୋଧ କଲେ ଖାଡ଼ଗେ

ନୂଆଦିଲ୍ଲୀ : RRR ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ପୁରସ୍କାର ମିଳିଛି। ସେହିପରି ଭାରତୀୟ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’କୁ ମଧ୍ୟ ମିଳିଛି ଓସ୍କାର ପୁରସ୍କାର। ଏହା ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି। ସବୁଠି ଏହା ଆଲୋଚନାର ବିଷୟ…

ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି

ନୂଆଦିଲ୍ଲୀ : ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର…

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦୁଇବର୍ଷରେ ବିମାନ ଭଡ଼ା ଖର୍ଚ୍ଚ୩୧.୩୮କୋଟି

ଭୁବନେଶ୍ବର : ରାଜକୋଷ ପାଣ୍ଠିରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀମାନେ ନିଜର ବିମାନରେ ବୁଲିବା ସଉକକୁ ପୂରା କରିଛନ୍ତି । ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩…