ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା ଚାଲିଥିବା ବେଳେ ଭାରତ ଫେରିଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଭାରତରେ ପହଞ୍ଚିଛନ୍ତି। ‘ଭାରତ ଯୋଡୋ’ ଯାତ୍ରାପରେ ସେ ଲଣ୍ଡନ ଚାଲିଯାଇଥିଲେ। ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତୀୟ ‘ଗଣତନ୍ତ୍ର’ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦଘେରକୁ ଆସିଥିଲେ। କଂଗ୍ରେସ ନେତା ରାହୁଲଙ୍କୁ ଘେରିବା…