ଏପ୍ରିଲ ୩ରୁ ମାଟ୍ରିକ ଖାତା ମୂଲ୍ୟାୟନ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଖାତା ମୂଲ୍ୟାୟନ ଏପ୍ରିଲ ୩ରୁ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ…
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଖାତା ମୂଲ୍ୟାୟନ ଏପ୍ରିଲ ୩ରୁ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ…
ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ୟେସ ଉଈ କ୍ୟାନ ଉଇନ ଟିବିର ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୬ଟନ ବାଲିରେ ଏହି ବାଲୁକା ଭାସ୍କର୍ଯ୍ୟକୁ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ଆଜି ମାର୍ଚ୍ଚ ୨୪କୁ…
ଯାଜପୁର: ଦୁଇ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି। ଯାଜପୁର ଜିଲ୍ଲା ବଡ଼ଚଣାର ବୁଢ଼ାକେନ୍ଦୁଆସ୍ଥିତ ନେସନ୍ ଅନୁଷ୍ଠାନରେ ପହଞ୍ଚିଥିଲେ ସୁଦୂର କର୍ଲିଫର୍ଣିଆର ଡକ୍ଟର ଦମ୍ପତି ଷ୍ଟିଫେନ ଥାଡିଅସ ଓ ଫତିମା ନଥାନ ଫଙ୍କ। ଉଭୟ ଦମ୍ପତି…
ଭୁବନେଶ୍ବର: ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର…
ଭୁବନ: ମା’ଙ୍କ ସହିତ ବସ୍ରେ ଅଜାଘରକୁ ଯାଇଥିଲେ ସମ୍ଭବତଃ ସଡ଼କ ଦୁର୍ଘଟଣାରେ ଜୀବନ ଯାଇ ନଥାନ୍ତା। ବାପାଙ୍କ ସହ ଅଜାଙ୍କ ଘରକୁ ବାଇକ୍ରେ ଯିବି ବୋଲି ଜିଦ୍ ଧରିବା ଦଶମ ଶ୍ରେଣୀ ଛାତ୍ରୀ ପାଇଁ କାଳ ହୋଇଛି। ଦ୍ରୁତଗାମୀ ଟ୍ରକ୍ ଧକ୍କାରେ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏଡ୍ସ ଠାରୁ ଆହୁରି ଭୟଙ୍କର ରୂପ ନେଉଛି ଯକ୍ଷ୍ମା। ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁହାର ମଧ୍ୟ ବଢ଼ି ଚାଲିଛି। ଗତ ୩ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୫୦ ଜଣ ଯକ୍ଷ୍ମା ରୋଗୀ ଜୀବନ…
ଭୁବନେଶ୍ୱର: ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ…
ଭୁବନେଶ୍ବର : ନବରାତ୍ରି ଉତ୍ସବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ନବରାତ୍ରି ସ୍ପେସାଲ ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ଉକ୍ତ ଟ୍ରେନ୍ଗୁଡ଼ିକ ହେଲା ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ସ୍ପେସାଲ(୦୮୦୦୧/୦୮୦୦୨)…
ଭୁବନେଶ୍ବର: କେଶରୀ ରିଅଲ ଇଷ୍ଟେଟ ଅଫିସରେ ଇଡିର ଚଢ଼ାଉ ଜାରି ରହିଛି। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘରେ ଇଡିର ଚଢ଼ାଉ ଜାରି ରହିଛି। ଏକ ସମୟରେ ତିନିଟି ସ୍ଥାନରେଏହି ଚଢ଼ାଉ କରାଯାଉଛି। ରାଜଧାନୀରେ କେଶରୀ ଟକିଜ୍…
ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ କରିବା ପ୍ରମାଣିତ କରିଛି ଯେ ଏହା ପଛରେ ରହିଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ଦଳର ନେତା…