Month: March 2023

କିଛି ଲୋକ ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମେ ଏପରି ହେବାକୁ ଦେବୁନି : କେଜ୍ରିଓ୍ବାଲ

ଚଣ୍ଡିଗଡ଼ : ଅମୃତପାଲ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଗବନ୍ତ ସରକାରଙ୍କୁ ପ୍ରଶଂସା କରିବା ସହ ରାଜ୍ୟରେ ଶାନ୍ତି…

ପ୍ରଗତି ମଇଦାନରେ ତ୍ରିରଙ୍ଗା ହଟାଇ ଖଲିସ୍ତାନୀ ପତାକା ଲଗାଇବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଭାରତୀୟ ପତାକା ହଟାଇ ଦିଲ୍ଲୀର ପ୍ରଗତି ମଇଦାନରେ ଖଲିସ୍ତାନୀ ପତାକା ଲଗାଇବାକୁ ଜଣେ ଖଲିସ୍ତାନୀ ସମର୍ଥକ ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯେ ପ୍ରଗତି ମଇଦାନକୁ କବଜା କରାଯିବା ପରେ ସେଠାରେ ଥିବା ତ୍ରିରଙ୍ଗା ପତାକାକୁ ହଟାଇ ଖଲିସ୍ତାନୀ ପତାକା…

ପୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରାଲି ସମୟରେ ମୋଦୀଜୀଙ୍କ ଆଡକୁ ଦୌଡ଼ି ଆସିଲେ ଯୁବକ

ବେଙ୍ଗାଲୁରୁ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି। କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଏକ ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି। ତିନି ମାସ ମଧ୍ୟରେ ଦ୍ୱିତୀୟ ଥର…

ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ର ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍‌ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ…

ଆଇଏଏସ ବଦଳି: ନିକୁଞ୍ଜ ଧଳ ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର : ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି । ଏ ନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ…

କର୍ଣ୍ଣାଟକ ନିର୍ବାଚନ ପାଇଁ ବାହାରିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଆଜି କଂଗ୍ରେସ ପାର୍ଟି ପ୍ରଥମ ପର୍ଯ୍ୟାୟରେ ୧୨୪ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି। ଏଥର ପୁଅର ନିର୍ବାଚନ ମଣ୍ଡଳୀ ‘ବରୁଣ’ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରତିଦ୍ବନ୍ଦ୍ବିତା…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ, ପରିକ୍ରମା ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେ ଅନୁଧ୍ୟାନ

ପୁରୀ: ପୁରୀରେ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଆଜି ସକାଳୁ ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍‌ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ…

କୌଣସି ବିଚାରପତି ବିଜେପି ନେତାଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : ଭାଇ ପାଇଁ ବାହାରିଲେ ଭଉଣୀ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ସଂସଦର ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ ହୋଇଥିବା ରାହୁଲ ଗାନ୍ଧିଙ୍କୁ ‘ମିରଜାଫର’ କୁହାଯାଉଛି । କଂଗ୍ରେସ ପରିବାରକୁ ଅପମାନିତ କରାଯାଉଛି।…

ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା: ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ

ବଲାଙ୍ଗୀରି: ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ…

ପୋଖ୍‌ରାନ୍‌ରେ ସମରାଭ୍ୟାସ ବେଳେ ‘ମିସ୍‌ଫାୟାର୍‌’ ହେଲା ୩ଟି କ୍ଷେପଣାସ୍ତ୍ର

ଜୈସାଲ୍‌ମେର୍‌: ଶୁକ୍ରବାର ଦିନ ଭାରତୀୟ ସେନା ସମରାଭ୍ୟାସ କରୁଥିବା ବ‌େଳେ ରାଜସ୍ଥାନର ଜୈସାଲ୍‌ମେର୍‌ ଅନ୍ତର୍ଗତ ପୋଖ୍‌ରାନ୍‌ ‘ଫାୟାରିଙ୍ଗ୍‌ ରେଞ୍ଜ୍‌’ରୁ ନିକ୍ଷେପ କରାଯାଇଥିବା ୩ଟି କ୍ଷେପଣାସ୍ତ୍ର ‘ମିସ୍‌ଫାୟାର୍‌’ ହୋଇଛି। ‘ମିସ୍‌ଫାୟାର୍‌’ ହୋଇଥିବା କ୍ଷେପଣାସ୍ତ୍ରଗୁଡ଼ିକର ଭଗ୍ନାଂଶ ସବୁ ପଡ଼ିଆର ବିଭିନ୍ନ ପ୍ରାନ୍ତରେ ପଡ଼ିଥିଲା। ସେଥିରୁ…