କଂଗ୍ରେସର ‘କଳା ସାର୍ଟ’ ବୈଠକରେ ‘ତୃଣମୂଳ କଂଗ୍ରେସ’ର ୨ ସଦସ୍ୟଙ୍କ ଆକସ୍ମିକ ଯୋଗଦାନ
ନୂଆଦିଲ୍ଲୀ: ଲୋକସଭାରୁ ରାହୁଲ୍ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଆଜି ସକାଳେ ସଂସଦରେ ଆୟୋଜିତ ମିଳିତ ବିରୋଧୀ ଦଳ ବୈଠକରେ ହଠାତ୍ ‘ତୃଣମୂଳ କଂଗ୍ରେସ’ର ୨ଜଣ ସଦସ୍ୟ ଯୋଗ ଦେଇଥିଲେ। ସେ ୨ଜଣ ହେଉଛନ୍ତି ପ୍ରସୂନ ବାନାର୍ଜୀ ଓ ଜବାହର୍…