ଅନାଉ ଅନାଉ ସରିଗଲା ୪ ହଜାର ଟିକେଟ୍, ୫ ଓ ୬ରେ ଅଫଲାଇନ ବିକ୍ରି
କଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ ହୋଇଛନ୍ତି।…
କଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ ହୋଇଛନ୍ତି।…
କୁଆଲାଲମ୍ପୁର: ସାତ ମାସ ମଧ୍ୟରେ ଭାରତ ଦ୍ୱିତୀୟ ବିଶ୍ୱକପ ଜିତିଛି। ଭାରତୀୟ ଅଣ୍ଡର -୧୯ ମହିଳା ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇ ଫାଇନାଲରେ ପ୍ରବେଶ କରି ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଇତିହାସ ରଚିଛନ୍ତି।…
କଟକ : ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍ । ଆସନ୍ତା ଫେବୃୟାରୀ ମାସ ଦୁଇ ତାରିଖରୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ। ଅନଲାଇନ୍ ମୋଡ ରେ ବିକ୍ରି ହେବ ମୋଟ ୪ ହଜାର ଟିକେଟ।…
ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଦଳ। ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ସ୍କ୍ୱାଡ୍ରେ ସ୍ଥାନ ପାଇଛନ୍ତି। ୨୦୨୩ ଦିନିକିଆ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ୍ ଅଲିମ୍ପିକ୍ରେ ଦୁଇ ଦୁଇଟି ପଦକ ଜିତିଥିବା ମହିଳା ସୁଟର ମନୁ ଭାକର ଓ ବିଶ୍ଵ ଚେସ୍ ଚମ୍ପିଆନ୍…
ଭୁବନେଶ୍ବର: ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ପାୟଲ ନାଗ ପାଇଛନ୍ତି ଗୋଲ୍ଡ ମେଡାଲ । ପାୟଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ, ନିଜ ପରିବାର ନିଜ ପେଟ ପାଟଣା ପାଇଁ ସେ ଦାଦନ ଖଟିବାକୁ ଯାଉଥିଲେ ।…
ରାଜକୋଟ୍ : ରାଜକୋଟରେ ଅନୁଷ୍ଠିତ ଆଇସିସି ଚାମ୍ପିଅନସିପର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୩୪.୩ ଓଭରରେ ମ୍ୟାଚ୍…
ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଆଗାମୀ ୧୩ ତାରିଖଠାରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରଥମ ଖୋଖୋ ବିଶ୍ବକପ୍ ଆୟୋଜିତ ହେବ। ଖୋଖୋ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ ଲାଗି ଗୁରୁବାର ଦିନ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି।…
ସିଡ୍ନି: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ସିଡ୍ନିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁଇ ଦିନର ମ୍ୟାଚ୍ ଶେଷ ହୋଇଛି। ଏହା ସହତ ଟିମ୍ ଇଣ୍ଡିଆ ୧୪୫ ରନ୍ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଦିନ ଶେଷ…
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍…