ଧୋନି, ମିତାଲି, ଯୁବରାଜଙ୍କୁ ଆଜୀବନ ସଦସ୍ୟତା ଦେଲା ଏମ୍ସିସି
ଲଣ୍ଡନ: ଭାରତ ବିଶ୍ବକପ୍ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏହି ଦଳର ସଦସ୍ୟ ଥିବା ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କୁ ମେରିଲିବୋନ୍ କ୍ରିକେଟ କ୍ଲବ୍ (ଏମ୍ସିସି) ଆଜୀବନ ସଦସ୍ୟତା ପ୍ରଦାନ କରିଛି। ଏମାନଙ୍କ ବ୍ୟତୀତ ଦୁଇ…