Category: ଖେଳ

ଆଇପିଏଲ୍‌: ପଞ୍ଜାବଠୁ ପ୍ରତିଶୋଧ ନେଲା ମୁମ୍ବାଇ

ମୋହାଲି: ଚଳିତ ଆଇପିଏଲ୍‌ର ବୁଧବାର ୪୬ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ତା’ଘରୋଇ ପଡ଼ିଆରେ ୬ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲା। ପଞ୍ଜାବ ଛାଡ଼ିଥିବା ୨୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୭…

ପୁଣି ପଡ଼ିଆ ଭିତରେ ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା

ଲକ୍ଷ୍ନୌ: ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ପୁଣି ଥରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା…

ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା

ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା । ୪୦୦ ମିଟର ହର୍ଡଲ୍ସରେ ଜିତିଲେ ରୌପ୍ୟ ପଦକ । ୫୧.୩୮ ସେକେଣ୍ଡରେ ଅତିକ୍ରମ କଲେ ଦୂରତା । ଏନେଇ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା…

ଶୀର୍ଷକୁ ଫେରିଲା ଟାଇଟନ୍ସ, କେକେଆର୍‌ଠୁ ପ୍ରତିଶୋଧ

କୋଲ୍‌କାତା : ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ଟେବୁଲରେ ପୁଣି ଥରେ ଶୀର୍ଷକୁ ଫେରିଛି। ଶନିବାର ଅପରାହ୍ଣ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ୭ ୱିକେଟ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଥିଲା।…

ଏସିଆ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରଣୟ, ସିନ୍ଧୁ

ଦୁବାଇ: ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ‌ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି‌ ରେଡ୍ଡୀ ପ୍ରବେଶ…

ମହିଳା କ୍ରିକେଟରଙ୍କ ପ୍ରତି ବିସିସିଆଇର ଅଣଦେଖା !

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ମହିଳା କ୍ରିକେଟରଙ୍କ ନୂତନ ଚୁକ୍ତିନାମା ତାଲିକା ପ୍ରକାଶ ପାଇଛି। ନୂତନ ଚୁକ୍ତି ତାଲିକାରେ ମୋଟ ୧୭ ଖେଳାଳିଙ୍କୁ ବିସିସିଆଇ ସ୍ଥାନ ଦେଇଛି। ତେବେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ବିସିସିଆଇ କେବଳ ଦୁଇ ଖେଳାଳିଙ୍କୁ…

ଟେଷ୍ଟ୍‌ ଦଳକୁ ଫେରିଲେ ରାହାଣେ: ବାଦ୍‌ ପଡ଼ିଲେ ଈଶାନ, ସୂର୍ଯ୍ୟକୁମାର, କୁଲଦୀପ

ମୁମ୍ବାଇ: ଆସନ୍ତା ଜୁନ୍‌ ୭ରୁ ଲଣ୍ଡନର ଦ ଓଭାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପାଇଁ ବଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଘରୋଇ କ୍ରିକେଟ୍‌ ସାଙ୍ଗକୁ ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ…

ମୋତେ ବିଦାୟ ଦେବାକୁ ଚେଷ୍ଟା କରୁଥିବାରୁ କୋଲ୍‌କାତା ଦର୍ଶକଙ୍କୁ ଧନ୍ୟବାଦ: ଧୋନି

କୋଲ୍‌କାତା: କୋଲ୍‌କାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ ତାଙ୍କର ଶେ‌ଷ ଆଇପିଏଲ୍‌ ବୋଲି କହିଥିଲେ। ଏହି ମନ୍ତବ୍ୟ ପରେ ଇଡେନ୍‌ ଗାର୍ଡେନ୍ସରେ ଏହି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକଙ୍କ ଖେଳ…

୫୦ ବର୍ଷରେ ପଦାର୍ପଣ କଲେ ସଚିନ

ମୁମ୍ବାଇ : ସଚିନ ଯେତେବେଳେ ଯୁବାବସ୍ଥାରେ ଥିଲେ ସେ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ, କିନ୍ତୁ ୧୯୮୭ରେ ଏମ୍‌ଆର୍‌ଏଫ୍‌ ଫାଉଣ୍ଡେସନ୍‌ରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେନିସ୍‌ ଲିଲି ତାଙ୍କର ଏହି ଆଗ୍ରହକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କୁ ବ୍ୟାଟିଂ ଉପରେ ଅଧିକ…

ଭେଙ୍କଟେଶଙ୍କ ବିଶ୍ବକପ୍‌ ସ୍ବପ୍ନରେ ପ୍ରତିବନ୍ଧକ ସାଜିଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

ନୂଆଦିଲ୍ଲୀ: ଗତ ଦେଢ ବର୍ଷ ଧରି ଭେଙ୍କଟେଶ ଆୟରଙ୍କ ଖେଳଜୀବନ ଉତ୍‌ଥାନ-ପତନ ଦେଇ ଗତି କରୁଛି। ଭାରତର ଜଣେ ଉଦୀୟମାନ ଦ୍ରୁତ ବୋଲର ଭାବେ ସେ ଉଭା ହୋଇଥିଲେ ବି ତାଙ୍କୁ ଏବେ ଏଡ଼ାଇ ଦିଆଯାଇଛି। ଏବେ ସେ ଆହତ ସମସ୍ୟାରୁ…