Category: ଖେଳ

ସିଲି ପଏଣ୍ଟ୍: ଗାଭାସ୍କରଙ୍କ ଶେଷ ଇଚ୍ଛା, କପିଳ ଓ ଧୋନିଙ୍କ ବିଶ୍ବକପ୍ ମୁହୂର୍ତ୍ତ

ନୂଆଦିଲ୍ଲୀ: ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଶନିବାର ରାତିରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍‌ ପରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ନିଜ ଛାତିରେ ଜର୍ସି ଉପରେ ଅଟୋଗ୍ରାଫ୍ ନେବା ପରେ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ…

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ସୋମବାର ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୨ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ୍‌ ଗିଲ ୫୮ ବଲ୍‌ରୁ ଶତକ (୧୦୧ ରନ୍‌, ୫୮ ବଲ୍, ୧୩ ଚୌକା, ୧…

କ୍ରିକେଟରେ ନୂଆ ନିୟମ : ଏପରି କ୍ଷେତ୍ରରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ଖେଳ ନିୟମରେ କେତେକ ପରିବର୍ତ୍ତନ ଆଣିଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସୁପାରିସ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ…

ଆଇପିଏଲ୍‌: ରାଜସ୍ଥାନକୁ ୧୧୨ ରନରେ ହରାଇଲା ବାଙ୍ଗାଲୋର

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ…

ଆଇପିଏଲ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫…

ଆଇପିଏଲ୍‌: ଚେନ୍ନାଇର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ସହ ଚଳିତ ଆଇପିଏଲ୍‌ରେ ହୋଇଥିବା ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବାଜି ମାରି ନେଇଛି। ବୁଧବାର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଘରୋଇ ଚେନ୍ନାଇ ୨୭ ରନ୍‌ରେ ଦିଲ୍ଲୀକୁ ହରାଇଛି। ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୬୮ ରନ୍‌ର…

ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଏକଦିବସୀୟ ବିଶ୍ୱକପ୍

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ…

ଧୋନି ଥିଲେ ୩ଥର ଟ୍ରଫି ଜିତି ସାରନ୍ତାଣି ଆରସିବି: ୱସିମ ଅକ୍ରମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାର ୧୬ବର୍ଷ ବିତିଛି। ଏହି ୧୬ବର୍ଷ ଭିତରେ ଅନେକ କିଛି ବଦଳି ଥିବା ବେଳେ ୨ଟି ଜିନିଷ ଏବେ ବି ଅପରିବର୍ତ୍ତିତ ରହିଛି। ୧୬ବର୍ଷ ହେଲାଣି ‌ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର…

ଆଇପିଏଲ : ମୁମ୍ବାଇକୁ ୬ ଓ୍ବିକେଟରେ ହରାଇଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ । ଏହି ମ୍ୟାଚରେ ବିଜୟ ପାଇଁ ଚେନ୍ନାଇ ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ…

ମାତ୍ର ୩୨ବର୍ଷ ବୟସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଧାବିକାଙ୍କ ହେଲା ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିକ୍ସ ମେଡାଲିଷ୍ଟ ଓ ବିଶ୍ବ ଚମ୍ପିଆନ ରହିଥିବ‌ା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ପରଲୋକ ହୋଇଛି। ଆମେରିକାର ଆଥଲେଟିକ୍ସ ଫେଡରେସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ…