ସାଫ୍ ଚାମ୍ପିଅନ୍ସିପ୍: ଭାରତ ନବମ ଥର ବିଜେତା, କୁଏତକୁ ସଡନ୍ଡେଥ୍ରେ ହରାଇଲା
ବେଙ୍ଗାଲୁରୁ: ଭାରତ ନବମ ଥର ଲାଗି ସାଫ୍ ଚାମ୍ପିଅନ୍ସିପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ମଙ୍ଗଳବାର ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଆୟୋଜକ ଭାରତ ୫-୪ (୧-୧) ସଡନ୍ଡେଥ୍ରେ କୁଏତକୁ ପରାସ୍ତ କରିଛି। ଏଥିସହ ଭାରତ ଲଗାତାର ଦ୍ବିତୀୟ ଥର…