Category: ରାଜନୀତି

ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିରୋଧୀଙ୍କ ବିଭ୍ରାନ୍ତକର ତଥ୍ୟକୁ ପ୍ରତିରୋଧ କର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅଧିକରୁ ଅଧିକ ଛାତ୍ର ବିଜେଡି ସଦସ୍ୟ ସୋସିଆଲ ମିଡିଆରେ ସକ୍ରିୟ ହୁଅନ୍ତୁ । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରନ୍ତୁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଛ କାହାଣୀରେ ବିଶ୍ବାସ କରନ୍ତି । କିନ୍ତୁ ଆମେ ପ୍ରକୃତ…

କ୍ରାଇମବ୍ରାଞ୍ଚ ଚାର୍ଜସିଟ ଏକ ରଦ୍ଦି କାଗଜ: ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟା ମାମଲାରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ମୁଖ୍ୟ ଅଭିଯୁକ୍ତ ବୋଲି ସାବ୍ୟସ୍ତ କରି ସେହିଠାରେ ହିଁ ତଦନ୍ତ ସାରି ଦେଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫୦୦ ପୃଷ୍ଠାର…

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ…

ବିକାଶକୁ ନେଇ ଶ୍ବେତପତ୍ର ଜାରି କରନ୍ତୁ ଓଡ଼ିଶା ସରକାର: ମନମୋହନ ସାମଲ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଏଥିଲାଗି ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି। ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ନେଇ ଗୌହାଟୀରେ ବସିଥିବା ବୈଠକରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୌହାଟୀ…

ଅଗଷ୍ଟ ୯ରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୯ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ହେବ। ଅଗଷ୍ଟ ୧୧ରେ ଭୋଟ୍‌ ଗଣତି କରି ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ପ୍ରତିନିଧିଙ୍କ…

ଦକ୍ଷିଣ ଭାରତୀୟ କମ୍ପାନୀ ଦ୍ବାରା ଓଡିଶା ସରକାର ପରିଚାଳିତ: କେନ୍ଦ୍ରମନ୍ତ୍ରୀ ଟୁଡୁ

ଭୁବନେଶ୍ୱର: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ଅଗଣତାନ୍ତ୍ରିକ ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଗୁରୁବାର ମାଲକାନଗିରିର ଖଇରିପୁଟ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ ଅବସରରେ ଟୁଡୁ…

୬ ସାଂଗଠନିକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର: ସଂଗଠନକୁ ସୁଦୃଢ଼ କରୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି…

ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜକୁ ନେଇ ଗର୍ଜିଲା ଓଡିଶା କଂଗ୍ରେସ

ଭୁବନେଶ୍ୱର:ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ଭୁବନେଶ୍ୱର କଂଗ୍ରେସ ଭବନରେ ନେତାଙ୍କ ଆନ୍ଦୋଳନ । ସେହିପରି ଅହମଦାବାଦରେ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ପୁନଃବିଚାର ଆବେଦନ ଖାରଜ…

ଅବ୍ୟାପାରରେ ବ୍ୟାପାର: ଭର୍ତ୍ତୃହରି

ଭୁବନେଶ୍ୱର: ଫାଇଭଟି ସଚିବଙ୍କୁ ନେଇ ବିବାଦ ଓ ସେୀମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନ ପ୍ରସଙ୍ଗ । ଏସବୁ ଅବ୍ୟାପାରରେ ବ୍ୟାପାର ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ । ସୌମ୍ୟ ବାବୁ ପ୍ରଶ୍ନ କଲେ ,ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଇ ସାରିଛନ୍ତି ।…

ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି: ନରସିଂହ ମିଶ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । ସେତେବେଳେ ମୋ…