ଜାନୁଆରୀ ୨ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ
ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍ ପ୍ରାର୍ଥନା କରାଯିବ । ସରକାରଙ୍କ…
ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍ ପ୍ରାର୍ଥନା କରାଯିବ । ସରକାରଙ୍କ…
କଟକ : ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ । ଆନନ୍ଦ ଭବନ…
ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ । ସବୁ ପ୍ରସ୍ତୁତି ପ୍ରାୟ ସରିଛି । ପ୍ରତି…
ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।…
ଭୁବନେଶ୍ବର: ଓଡ଼ିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ…
ଭୁବନେଶ୍ବର: କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ସେମାନେ ଯେତେବେଳେ ଅଯୋଧ୍ୟାରେ ନେଇ ତାଙ୍କ ବ୍ରାଣ୍ଡ ଆମ୍ବାସଡର କରିଥିଲେ, ସେତେବେଳେ କଣ ହିନ୍ଦୁତ୍ୱ କ୍ଷର୍ଣ୍ଣ ହେଉନଥିଲା କି। ତେଣୁ ସେମାନେ…
ଭୁବନେଶ୍ବର: ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର…
ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନୀଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଜେଡି ନେତୃତ୍ବାଧୀନ…
ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ…