Category: ରାଜନୀତି

ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

ଭୁବନେଶ୍ବର: ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗିରଥୀ ମଲ୍ଲିକ । ସେ ପେସାରେ ଜଣେ ଓକିଲ । ଶତାଧିକ ଲୋକଙ୍କ ସହ ଭାଗିରଥୀ ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଏହି…

ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ଵର: ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ନବୀନ ନିବାସ ଆସି ନିଜର…

ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ପୂର୍ବରୁ ‘ଓଡ଼ିଶା ପରିବର୍ତ୍ତନ’ ଶୀର୍ଷକ କୈଳାଶ ଖେରଙ୍କ ସଂଗୀତର…

କଂଗ୍ରେସର ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ୱର: ବବିତା ଶର୍ମା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ,…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ୍‌ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଗଣେଶ୍ୱର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । କଂଗ୍ରେସର ଜଣେ…

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ଵର: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଶହ ଶହ କର୍ମୀଙ୍କ ମଧ୍ୟରେ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । ଆଜି ସକାଳୁ ସକଳୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ନେଇ ସୂଚନା ଦେଇଥିଲେ…

୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ…

ସମୀର ଦାସଙ୍କ ଅଡୁଆ ବଢ଼ିଲା, ମୈଦାନକୁ ଆସିଲେ ରୋଜାଲିନ୍‌

ଭୁବନେଶ୍ବର : ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଡୁଆ ବଢ଼ିଲା। ତାଙ୍କୁ ଚେକ୍‌ ଦେବା ପାଇଁ ଆଗକୁ ଆସିଲେ ସମାଜସେବୀ ରୋଜାଲିନ ନାୟକ। ବିଜେଡିରୁ ଲଢ଼ିବା ପାଇଁ ଆଶାୟୀ ଥିବା ଗଣମାଧ୍ୟମରେ ଖୋଲାଖୋଲି ଭାବେ କହୁଛନ୍ତି।…

ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ,…

ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ । ସମ୍ପୁର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ…