Category: ରାଜନୀତି

ସମୀର ଦାଶ ଓ ଅରୁନ୍ଧତୀ ଦେବୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିମାପଡ଼ା ଟିକେଟ୍ କଟିବା…

ଘସିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ଘସିପୁରା: ପ୍ରାର୍ଥୀ ପତ୍ର ଦାଖଲ କଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଆଜି(ସୋମବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର…

କଂ​‌ଗ୍ରେସ ଛାଡ଼ିଲେ ବିଜୟ ଗମାଙ୍ଗୋ, ପ୍ରାଥମିକ ସଦସ୍ୟତାରୁ ଇସ୍ତଫା

ରାୟଗଡ଼ା: ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା କଂଗ୍ରେସକୁ ଝଟ୍‌କା। ଦଳ ଛାଡିଲେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ। ସେ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ…

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ ନବୀନ ପଟ୍ଟନାୟକ : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ବ୍ରହ୍ମପୁରରେ ମୋଦିଙ୍କ ବକ୍ତବ୍ୟ ଉପରେ କଡା ଜବାବ ରଖିଛନ୍ତି ବିଜେଡିର ପ୍ରମୁଖ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ୯ ଜୁନ୍ ଦିନ ୧୧ଟା ୩୦ରୁ ୧ଟା ୩୦…

‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନେ ଜାଣିବା ଦରକାର’

ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନୀ ସଭାରେ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ସଭା ସ୍ଥଳରୁ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଯେ, ବିରୋଧୀ କୁମ୍ଭୀର କାନ୍ଦଣା…

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି

ଭୁବନେଶ୍ବର; ‘ବିଜେପିକୁ ଉପହାସ କରି କହିଲେ ମୁଖ୍ୟମନ୍ତ୍ରୀ -ଦିନରେ ସ୍ବପ୍ନ ଦେଖୁଛି ବିଜେପି’ । ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣହୁଙ୍କାର ପରେ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ । କହିଲେ ଦିନରେ ସ୍ବପ୍ନ ଦେଖୁଛି । ଆଜି ବ୍ରହ୍ମପୁର ଓ…

ପୁରୀରେ ନାମାଙ୍କନ ଦାଖଲ ବେଳେ ଗଣ୍ଡଗୋଳ, ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି

ପୁରୀ : ଉମା- ସୁଜିତ ସମର୍ଥକ ମୁହାଁମୁହିଁ । ପୁରୀରେ ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି, ଗଣ୍ଡଗୋଳ । ନାମାଙ୍କନ ପତ୍ର ଦାଖଲ କରି ଫେରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କ ସହ କଂଗ୍ରେସ…

‘୨୧ ଟି ଆସନରେ ପଦ୍ମ ଫୁଟିବ; ବାହର ଲୋକ ନୁହଁ, ଓଡିଶାର ପୁଅ କିମ୍ବା ଝିଅ ହେବେ ମୁଖ୍ୟମନ୍ତ୍ରୀ’

ନବରଙ୍ଗପୁର: ପ୍ରଥମେ ବ୍ରହ୍ମପୁର ଆଉ ଏବେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମବାବେଶରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଓଡିଆରେ ନିଜର ଭାଷଣ ଆରମ୍ଭ କରିଛନ୍ତି । ଏଠାରେ ମଧ୍ୟ ମୋଦି ଶାସକ…

୨୦୨୪ରେ ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର : ଓଡ଼ିଶାରେ ହେବ ପ୍ରଥମ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଏଭଳି ଦୃଢକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ରାଜ୍ୟର ଓଡ଼ିଶାର ବିକାଶ ପାଇଁ ବିଜେପି…

ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେପିର ଇସ୍ତାହାରକୁ ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ କଲେ ସମାଲୋଚନା। କହିଲେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଇସ୍ତାହାର ତିଆରି ହୋଇଛି। ସେ କହିଛନ୍ତି, ଯଦି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଂକା କରିବାର…