Category: ରାଜନୀତି

ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ

ନୟାଗଡ: ଖଣ୍ଡପଡାରେ ଫୁଟିଲା ପଦ୍ମ । ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନକୁ ପରାସ୍ତ କରି ବିଜୟର ବାନା ଉଡେଇଛନ୍ତି ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଛନ୍ତି ଦୁଷ୍ମନ୍ତ…

ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ…

ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ…

ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର: ବାଜି ମାରିଲା ବିଜେପି । ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।ଚଳିତ ନିର୍ବାଚନରେ ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ ନେତା। ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଛନ୍ତି ବାବୁ…

ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ

ହାରିଲି ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ। ବିଜେଡିର ସାରଦା ନାୟକ ତାଙ୍କୁ ପରାସ୍ତ କରିଛନ୍ତି। ୫୬୨୧ ଖଣ୍ଡ ଭୋଟ୍‌ରେ ଦିଲ୍ଲୀପଙ୍କୁ ପରାସ୍ତ କରିଛନ୍ତି ସାରଦା ନାୟକ। ବିଜୟ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିବା ବେଳେ ବିଜେପି କର୍ମୀଙ୍କ…

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି । ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର…

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ | ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା । ଆସନ୍ତାକାଲି…

ନିମାପଡାରେ ବିଶାଳ ରୋଡ ସୋ’ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରରେ ମଇଦାନକୁ ଓହ୍ଲାଇଛନ୍ତି। ନିମାପଡାରେ ରୋଡ ସୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜନୀତିର ହଟସ୍ପଟ ପାଲଟିଥିବା ନିମାପଡାରେ ଦଳୀୟ…

ବିଜେପିରୁ ହିମାଂଶୁ ଶେଖର ସାହୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟ କାରଣରୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ହିମାଂଶୁ ଶେଖର ସାହୁଙ୍କୁ ବିଜେପି ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକ୍ଷେପର କଡ଼ା ଜବାବ ରଖିଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକ୍ଷେପର କଡ଼ା ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମୋ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ପ୍ରଧାନମନ୍ତ୍ରୀ ଯଦି ଏତେ ଚିନ୍ତିତ ମୋତେ କଲ୍ କରିପାରିଥାନ୍ତେ । ମୋ ସ୍ବାସ୍ଥ୍ୟ ଚିନ୍ତା…