ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର
ପୁରୀ : ନବଯୌବନ ବେଶରେ ମଙ୍ଗଳବାର ଶ୍ରୀମନ୍ଦିରରେ ଦର୍ଶନ ଦେଲେ ମହାପ୍ରଭୁ। ୧୫ ଦିନ ପରେ ୩ ଠାକୁରଙ୍କ ନବଯୌବନ ଦର୍ଶନ। ଦର୍ଶନ ପାଇଁ ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖାଯାଇଛି। ସୂଚନାନୁଯାୟୀ, ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ…