ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ପୂଜା ପୂର୍ବରୁ ପ୍ରସ୍ତୁତ କମିଶନରେଟ ପୋଲିସ । ପୋଲିସ ସେବା ଭବନରେ ବସିଲା ବଡ଼ ବୈଠକ । ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ବର କମିଶନରେଟ…
ଭୁବନେଶ୍ୱର : ପୂଜା ପୂର୍ବରୁ ପ୍ରସ୍ତୁତ କମିଶନରେଟ ପୋଲିସ । ପୋଲିସ ସେବା ଭବନରେ ବସିଲା ବଡ଼ ବୈଠକ । ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ବର କମିଶନରେଟ…
ଯାଜପୁର ରୋଡ୍: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣକ ଜୀବନ । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ସୁକିନ୍ଦା ଥାନା ଖରଡ଼ି ଛକ ନିକଟରେ । ସୁକିନ୍ଦା ପୋଲିସ ମୃତଦେହ ଜବତ…
ଆଠଗଡ଼: ଆଠଗଡ଼ ଖୁଣ୍ଟୁଣୀ ଆଦର୍ଶ ଜେଲରୁ କଏଦୀ ଫେରାର । କଏଦୀ ଜଣକ ହେଲେ ଯାଜପୁର ଅଞ୍ଚଳର ସୁନିଲ ଜେନା । ସନ୍ଧ୍ୟା ସମୟରେ ରୋଲକଲ୍ ବେଳେ ସୁନିଲ ଫେରାର ହୋଇଯାଇଥିବା ନେଇ ଜଣାପଡ଼ିଛି। ସୂଚନା ଅନୁସାରେ, ସୁନିଲ ଧର୍ମଶାଳା ଅଞ୍ଚଳରେ…
ବଂଶପାଳ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବାତ୍ୟା ଜନିତ ଲଗାଣ ବର୍ଷା ଜାରି ରହିଛି । ୨ ଦିନ ଲଗାଣ ବର୍ଷା ହେବା ପରେ ଆଜି ସକାଳେ ଉପର ମୁଣ୍ଡରେ ସମାକୋଇ ନଦୀର ପଙ୍ଗା ପୋଲ ଉପରେ ୪…
ଭୁବନେଶ୍ୱର : ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର…
ଭୁବନେଶ୍ବର: ରାଜ୍ୟରେ ଚାରିଟି ଡାଟା ସେଣ୍ଟର ସ୍ଥାପନ ହେବାକୁ ଯାଉଛି। ଖୋର୍ଦ୍ଧା, ପୁରୀ ଓ କଟକରେ ହେବାକୁ ଥିବା ଏହି ଡାଟା ସେଣ୍ଟରଗୁଡ଼ିକରେ ମୋଟ୍ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ ସମେତ ୧୫ଟି ଜିଲ୍ଲାରେ ସ୍ଥାପନ ହେବାକୁ…
କୋରାପୁଟ: କୋରାପୁଟ ଅଞ୍ଚଳର ଦୁଇଟି ପ୍ରମୁଖ ରେଳପଥ, କୋରାପୁଟ-ରାୟଗଡ଼ା (କଜ) ଏବଂ କୋରାପୁଟ-କିରଣ୍ଡୁଲ୍ (କକ) ରେଳ ଲାଇନ୍ରେ ବଡ଼ ଭୂ ସ୍କଳନ ହୋଇଛି । କୋରାପୁଟ-ରାୟଗଡ଼ା (କଜ) ରେଳପଥରେ ଲକ୍ଷ୍ମୀପୁର ରୋଡ଼ ଅଞ୍ଚଳରେ ଟ୍ରାକ୍ ଉପରେ ପାଣି ଓ କାଦୁଅ ଜମିଥିବା…
ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯)…
ପାତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବାହୁଦା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାହୁଦାର ଉପରମୁଣ୍ଡରେ ଥିବା ବାଘଲଟି ଜଳଭଣ୍ଡାରକୁ ଜଳ ପ୍ରବେଶ ଦ୍ରୁତ ବଢ଼ିବାରୁ ବୁଧବାର ସନ୍ଧ୍ୟାରେ ପ୍ରଥମଥର ପାଇଁ…
ଭଞ୍ଜନଗର: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍। ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। କଳିଙ୍ଗା ଘାଟିର ଅନ୍ଧାରିକୋଟ ଉପରମୁଣ୍ଡରେ ଗାର୍ଡୱାଲ୍ ନିର୍ମାଣ…