Category: ରାଜ୍ୟ ଖବର

ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଓଏସ୍ଆରଟିସି ଅଫିସ ଆଗରେ ପ୍ରତିବାଦ

ଭୁବନେଶ୍ବର: ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଭୁବନେଶ୍ବର ଓଏସ୍ଆରଟିସି ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର । ଗତକାଲି ରାତିରେ ପଶ୍ଚିମବଙ୍ଗର ମେଦିନୀପୁର ପାଖରେ ଘଟିଛି ଦୁର୍ଘଟଣା । ମୃତକ ହେଉଛନ୍ତି…

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା: ୨ ଗିରଫ

ଭୁବନେଶ୍ୱର : ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ଦୁଇ ଗିରଫ। ହଙ୍ଗାମା କରିଥିବା ଦୁଇ ଯୁବକ ଗତକାଲି ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ ହୋଇଥିଲେ। ବିଜେଡି ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ପ୍ରତାପ ଜେନା ରହୁଥିବା ସରକାରୀ…

ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ଝାରସୁଗୁଡା: ମହିଳାଙ୍କୁ ଫାୟାରିଂ । ଝାରସୁଗୁଡା ସହରରେ ଫୁଟିଲା ଗୁଳି । ଜଣେ ମହିଳା ଆହତ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଘର ବାରଣ୍ଡାରେ ଠିଆ…

ଜଳିଗଲା ବିଧାୟକ ଯାଉଥିବା ବସ, ବର୍ତ୍ତିଲେ ୪୦ ଯାତ୍ରୀ

ମାଲକାନଗିରି: ହୁ ହୁ ଜଳିଲା ବସ । ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ ।…

ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ, ୱାର୍ଡେନ ମୃତ

ବାଲେଶ୍ବର: ବାଲେଶ୍ବରରେ ବିଳମ୍ବିତ ରାତ୍ରିରେ ହଣାକଟା । ବିଚ୍ ବଜାର ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ୱାର୍ଡେନ ମୃତ, ରକ୍ତ ଜଡୁବୁଡୁ ଅବସ୍ଥାରେ ପ୍ରଧାନ ଶିକ୍ଷୟିତ୍ରୀ ହସ୍ପିଟାଲରେ ଭର୍ତ୍ତି । ମୃତକ ହେଲେ ବଡସାହି…

ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ

ଭୁବନେଶ୍ବର: ଓଡ଼ିଶା ପଖାଳକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା । ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ । ଗୋଟିଏ ପାତ୍ରରେ ୧୧ ଶହ ୭୪ କେଜିର ପଖାଳ ତିଆରି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଗିନିଜ ରେକର୍ଡକୁ…

ନାବାଳକର ହାତ ବାନ୍ଧି ବେକରେ ପ୍ଲାକାର୍ଡ ଝୁଲାଇ ରାସ୍ତାରେ ଚଲାଇ ଚଲାଇ ନିଆଗଲା

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରୀରେ ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ଘଟଣା ଘଟିଯାଇଛି । ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା । ନାବାଳକର ବେକରେ ପ୍ଲାକାର୍ଡ ଝୁଲାଇ ହାତକୁ ରଶିରେ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନିଆଯାଉଛି…

ପ୍ରମିଳାଙ୍କ ନୋଟିସର ଜବାବ ଦେଲେ କ୍ରସ ଭୋଟିଂ କରିଥିବା ୬ ବିଧାୟକ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକ ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ଗତ ୧୭ତାରିଖରେ ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଛନ୍ତି। ରାଜ୍ୟସଭା…

କଲେଜରେ ଆରମ୍ଭ ହେବ ଏଆଇ ଶିକ୍ଷା: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ଵର:ଏଆଇ ଶିକ୍ଷାକୁ ମିଳିବ ପ୍ରାଧାନ୍ୟ ।ଏନେଇ ଉଚ୍ଚ ଶିକ୍ଷା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି କଲେଜରେ ଆରମ୍ଭ ହେବ ଏଆଇ ଶିକ୍ଷା। ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଫର ଅଲ ପାଠ୍ୟକ୍ରମ। ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଆଇ ଏଣ୍ତ ରବୋଟିକ ସେଣ୍ଟର ଅଫ୍‌…

୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌, ଜମି ନେଇ ଶିଳ୍ପ କରୁ ନ ଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ ନ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ୭ଟି ଶିଳ୍ପାନୁଷ୍ଠାନ…