Category: ରାଜ୍ୟ ଖବର

ଏଥର ଖରା ଛୁଟିରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଚାଲିବ ଶିକ୍ଷାଦାନ

ଭୁବନେଶ୍ୱର : ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ…

ଯୁବତୀଙ୍କୁ ବୀଭତ୍ସ ହତ୍ୟା, ବିଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର: ନିର୍ବନ୍ଧ ସରିଥିଲା, ଆଉ କିଛି ଦିନ ପରେ ବାଜିଥାନ୍ତା ସେହେନାଇ । ହେଲେ ତା ପୂର୍ବରୁ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ବପ୍ନ । ବାହାଘର ପୂର୍ବରୁ ଯୁବତୀଙ୍କୁ ହତ୍ୟା । ବିଲରୁ ଉଦ୍ଧାର ହେଲା ଅର୍ଦ୍ଧଉଲଗ୍ନ ମୃତଦେହ…

OCAC ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା, ୭ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,…

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

ବଲାଙ୍ଗିର: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍ । ଗାଡ଼ି ଚକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ସହର ପାଟଣେଶ୍ବରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ…

ବିବାହ ଶୋଭାଯାତ୍ରା ବେଳେ ଗୁଳିକାଣ୍ଡ, ୨ ଗୁରୁତର

ଅନୁଗୁଳ: ବିବାହ ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି । ଦୁଇ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ…

ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି ଇସ୍ପାତ ସହର…

ଖରା ଓ ହିଟ୍‌ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ଗଜପତିରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନକୁ ଦିନ ଖରା ବଢିବା ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ତେଣୁ ପ୍ରବଳ ଖରା ଓ ହିଟ୍‌ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତା ୪ ଦିନ ସବୁ…

ଶ୍ବଶୁର ଘର ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ରାଜସ୍ଥାନୀ ଯୁବକ କିଛି ଦିନ ତଳେ ମୟୁରଭଞ୍ଜ ଉଦଳା ଅଞ୍ଚଳର ଜଣେ ଝିଅକୁ…

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ

ଭୁବନେଶ୍ୱର : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ । ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି । ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ…

ଟଙ୍କା ଦାବି କରି ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ: ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇ ଟଙ୍କା ଦାବି ମାମଲାରେ ଅଭିଯୁକ୍ତ ପ୍ରତୀକ ମିଶ୍ର ଗିରଫ । ପ୍ରତୀକକୁ ଅନୁଗୁଳରୁ ଗିରଫ କଲା ପୋଲିସ । ତା ନାଁରେ ପୂର୍ବରୁ ପୁରୀ ଓ କେନ୍ଦ୍ରାପଡ଼ା ର…