ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପରେ ସରକାରଙ୍କ ଉପରେ ବଢ଼ିଛି ଅସନ୍ତୋଷ
ଭୁବନେଶ୍ବର : ଯକୃତ ରୋଗରେ ପଡ଼ି ଅଭିନେତା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ପରେ ଧୀରେ ଧୀରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିବା ଆରମ୍ଭ କରିଛନ୍ତି କଳାକାରମାନେ। ଗତକାଲି ଅଭିନେତା ଶ୍ରୀତମ ଦାସ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିବା…