Category: ରାଜ୍ୟ ଖବର

୮ ବିଧାୟକଙ୍କ ସଭ୍ୟପଦ ରବ୍ଦ ପାଇଁ ପିଟିସନ, ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

ଭୁବନେଶ୍ୱର : ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ। ଦଳ ବିରୋଧୀ କାର୍ଯ୍ୟ କରିଥିବା ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ…

ପଶ୍ଚିମବଙ୍ଗ ବାଗଦା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶାଳ ରୋଡ୍ ସୋ’

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋହନ ମାଝୀଙ୍କ ଜୋରଦାର ପ୍ରଚାର । ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ଏହି…

ଆଗେଇ ଚାଲିଛି ରଥ କାମ, ୩ ରଥ ପାଇଁ ୪୨ଟି ତୁମ୍ଭ ପ୍ରସ୍ତୁତ

ପୁରୀ : ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣ ପ୍ରକ୍ରିୟାରେ ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୪ଟି ଓ ଦେବୀଦଳନ ପାଇଁ ୧୨ଟି, ସମୁଦାୟ ୪୨ଟି ତୁମ୍ଭ ପ୍ରସ୍ତୁତ ହୋଇଛି। ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ…

ବିଲରୁ ଗଳିତ ମୃତଦେହ ଉଦ୍ଧାର, ଶହେ ମିଟର ଘୋଷାରି ଆଣିଲା କୁକୁର

ଉଦଳା: ବିଲ ଭିତରୁ ମିଳିଲା ଗଳିତ ମୃତଦେହ । ମୃତଦେହକୁ ଶହେ ମିଟର ଘୋଷାରି ଆଣିଲା କୁକୁର। ଉଦଳା ଥାନା ସିଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ସିଆଳିଆ ବିଦ୍ୟାଳୟ ନିକଟରେ ଥିବା ଵିଲ ଭିତରେ ଏକ ଗଳିତ ମୃତଦେହ…

ଦାଦନ ଖଟିବାକୁ ଗଲା ବେଳେ ୧୫ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ଦାଦନ ଖଟିବାକୁ ଗଲା ବେଳେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ୧୫ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ। ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଚାଲାଣ ହେଉଥିଲେ । ଏଥିରେ ୧୫ଜଣ ନାବାଳକ ଓ ନାବାଳିକା ଆନ୍ଧ୍ର…

ଆଜିଠୁ କାଳବୈଶାଖୀ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ କାଳବୈଶାଖୀ, ତାତିରୁ ମିଳିବ ଆଶ୍ୱସ୍ତି । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଓଡ଼ିଶା ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା…

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍

ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍। ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । କେମିତି ଅପହରଣ କରିଥିଲେ? କାହିଁକି ଅପହରଣ କଲେ ଏବଂ କେମିତି ହତ୍ୟା କଲେ?…

ଟାୟାର କାରଖାନାରେ ଅଗ୍ନିକାଣ୍ଡ

ରାଜଗାଙ୍ଗପୁର : ପଦା ଜାମପାଲି ୧୦ ନମ୍ବର ରାଜପଥ ନିକଟସ୍ଥ ଏକ ଟାୟାର କାରଖାନାରେ ଆଜି ସକାଳ ପ୍ରାୟ ୭. ୩୦ ମିନିଟ ପାଖାପାଖି ହଠାତ ନିଆଁ ଲାଗିଯିବାରୁ କାରଖାନାରେ ମହଜୁତ ସମସ୍ତ ପୁରୁଣା ଟାୟାର ଜଳିଯାଇଛି। ସୂଚନା ପାଇ ରାଜଗାଙ୍ଗପୁର,…

ଜେଏସଡବ୍ଲ୍ୟୁ ପ୍ରକଳ୍ପରେ ଭୂତଳ ଜଳ ଉତ୍ତୋଳନ ନେଇ କମ୍ପାନୀକୁ ଏନଜିଟିର ନୋଟିସ

କୁଜଙ୍ଗ: ଅଭୟ ଚାନ୍ଦପୁର ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପରେ ଭୂତଳ ଜଳ ଉତ୍ତୋଳନ ନେଇ ଏନଜିଟି ଛାଟ ଲାଗିଛି। କଲକାତା ସ୍ଥିତ ଏନଜିଟି ପୂର୍ବ ମଣ୍ଡଳ ବେଞ୍ଚର ବିଚାରପତି ଅରୁଣ କୁମାର ତ୍ୟାଗୀ ଓ ଈଶ୍ବର ସିଂହ ଭୂତଳ…

ଗଜପତି ମହାରାଜାଙ୍କ ବାରମ୍ବାର ଚିଠି ସତ୍ତ୍ବେ ହଷ୍ଟନରେ ଅଦିନିଆ ରଥଯାତ୍ରା କଲା ଇସ୍କନ

ପୁରୀ : ପୁଣି ଅମାନିଆ ଇସ୍କନ । ଅଦିନରେ ରଥଯାତ୍ରା କଲା ଆୟୋଜନ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଗତ ଏପ୍ରିଲ ୧୧ ତାରିଖରେ…