Category: ରାଜ୍ୟ ଖବର

ରଙ୍ଗମଞ୍ଚରେ ଠେଙ୍ଗା ପଥର ମାଡ଼: ଦଳାଚକଟାରେ ଏକାଧିକ ଆହତ, ଜଣେ ଗୁରୁତର

ପିପିଲି: ରଣକ୍ଷେତ୍ର ପାଲଟିଲା ରଙ୍ଗମଞ୍ଚ । ବୁଲିଲା ଠେଙ୍ଗା, ପଥର ମାଡ଼ । ଭୟଙ୍କର ପରିବେସ ସ୍ରୁଷ୍ଟି ହୋଇଥିଲା ରଙ୍ଗମଞ୍ଚରେ । ଏତେମାତ୍ରାରେ ମାଡ଼ଗୋଳ ହୋଇଥିଲା ଯେ, ଲୋକମାନେ କ୍ଷତବିକ୍ଷତ ହେବା ସହ ଗୁରୁତିର ଆହତ ମଧ୍ୟ ହୋଇଛନ୍ତି । ପୁରୀ…

କୋଟିଏ ଟଙ୍କାର ସୁନା ଅଳଙ୍କାର ସହ ୪ ଲୁଟେରା ଗିରଫ

ନୀଳଗିରି: କୋଟିଏ ଟଙ୍କାର ସୁନା ଅଳଙ୍କାର ଜବତ ସହ ୪ ଗିରଫ । ବାଲେଶ୍ୱରରେ ବଡ଼ ଧରଣର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଗିରଫ ୩ ଜଣ ମୁଖ୍ୟ ଅଭିଯୁକ୍ତ ସଦର ଅଞ୍ଚଳର ଦୀପକ ବେହେରା ଓରଫ କାଳିଆ, ସୁକାନ୍ତ ଦାସ…

ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ଦେଇ ଫସିଲେ ୩୦୦ ଆଶାୟୀ: ଅଭିଯୁକ୍ତ ଗିରଫ

ଝାରସୁଗୁଡା : କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି । ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ଟଙ୍କା ଦେଲେ ସାର୍ଟିଫିକେଟ ମିଳିବ କହି ଠକୁଥିଲେ । ସମ୍ବଲପୁରରେ…

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍ । ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ । ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ…

ଶୁଣିଲାନି ବ୍ୟାଙ୍କ, ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ

କେନ୍ଦୁଝର: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ବ୍ୟାଙ୍କ ଶୁଣିଲାନି ବୋଲି ପ୍ରମାଣ ପାଇଁ ଏପରି କରିଛି ଭାଇ। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଗାଁରେ ଘଟିଛି। ଭଉଣୀର କଙ୍କାଳକୁ ଧରି ଭାଇ ଗ୍ରାମ୍ୟ ବ୍ୟାଙ୍କକୁ…

ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ସିମୁଳିଆ : ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସମିତିର ଚାଷୀ ସମୂହଙ୍କ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

ଜନଗଣନା ବେଳେ ଅଂଶୁଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ !

ସୁନ୍ଦରଗଡ଼: ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ରୁ ଆସିଛି। ଜନଗଣନା କାମ କରୁଥିବା ସମୟରେ ଅଂଶୁଘାତ ଯୋଗୁଁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ…

ଲିଙ୍ଗରାଜ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ନୀତି କାନ୍ତିରେ ତ୍ରୁଟି ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ । ଏ ନେଇ ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ ।…

ଗ୍ୟାସ କଳାବଜାରୀ: ସିଲିଣ୍ଡର ବୋଝେଇ ଗାଡ଼ି ଜବତ

ଭୁବନେଶ୍ୱର : ବ୍ଲାକ ମାର୍କେଟରୁ ସିଲିଣ୍ଡର ଭର୍ତ୍ତି ଗାଡ଼ି ଜବତ । ଗ୍ୟାସ ବୋଝେଇ ଗାଡି ଜବତ କରି ଜଣଙ୍କୁ ଗିରଫ ଗଲା ପୋଲିସ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗ୍ୟାସ ଭର୍ତ୍ତି ଗାଡ଼ି ଜବତ । ଚନ୍ଦ୍ରଶେଖରପୁର ଚୁନୁକୋଳି…

୫୦ ବର୍ଷର ବାସିନ୍ଦାଙ୍କ ବାସଗୃହ ଉଚ୍ଛେଦ ପାଇଁ ନୋଟିସ, ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

ଆଳି : ଥଇଥାନ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସି କାନ୍ଦି କାନ୍ଦି ଗୁହାରି କଲେ ଗୋପାଳପୁର ଗାଁର ୮ ପରିବାର । ଥଇଥାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସି କାନ୍ଦି କାନ୍ଦି ଗୁହାରି କଲେ ଗୋପାଳପୁର…