Category: ରାଜ୍ୟ ଖବର

ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା କଲା ପୁଅ

ଆଠଗଡ଼: ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ରକ୍ତମୁଖା ସାଜିଲା ଜନ୍ମକଲା ପୁଅ । ସାମାନ୍ଯ କଳହରୁ ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା । ଆଠଗଡ଼ ଥାନା ଜାଗିଆପଡା ହରିଜନ ସାହିରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ପିତୃହନ୍ତା…

ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ, ୩ ପୁଅ ଗୁରୁତର

ଭୁବନେଶ୍ବର: ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ । ୩ ପୁଅ ଗୁରୁତର । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ବଜାରସାହିରେ ଘଟିଛି ହୃଦୟବିଦାରକ ଘଟଣା । ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ମୃତ ମହିଳାଙ୍କ ୩…

ଦହିବରା ଖାଇ ପାଟପୁର ଗାଁର ୫୦ ଅସୁସ୍ଥ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ରାସ୍ତା କଡ଼ରୁ ‘ଦହିବରା’ ଖାଇବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାଁ ଲୋକେ ନିକଟସ୍ଥ ଗାଁର…

ଜିତୁ ମୁଣ୍ଡା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ “ଗଭୀର ଦୁଃଖ” ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ପାଟନା…

କଳାହାଣ୍ତିରେ ଭୂକମ୍ପ ଝଟକା: ଲୋକେ ଭୟଭୀତ

ଭବାନୀପାଟଣା:ଭୂକମ୍ପ ଝଟକାରେ ଥରିଲା କଳାହାଣ୍ତି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୩ ମିନିଟ ସମୟରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଇଛି। ଜିଲା ମହକୁମା ସମେତ ଜୁନାଗଡ଼, ଧର୍ମଗଡ, କୋକସରା, ଜୟପାଟଣା , କଲମପୁର, ଉତ୍କେଲା ଆଦି ଅଞ୍ଚଳରେ ପ୍ରାୟ…

ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ଆରଆଇଙ୍କ ବଦଳି

ଅନୁଗୁଳ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲାରେ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜର୍ଭ ଅଫିସରୁ ବଦଳିଲେ ଆରଆଇ ଗୋବିନ୍ଦ ମାହାରୀ । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ ପୁଲିସ୍‌ ଡିଜି କଳାହାଣ୍ଡି 9th IRB କୁ ଗୋବିନ୍ଦ…

ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସୁବଳ ମାହାର ଙ୍କ ସ୍ତ୍ରୀ ବାସନ୍ତୀ ମାହାର (୫୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଲମ୍ବିତ ରାତିରେ କାଳବୈଶାଖୀ ସହ…

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ

ଢେଙ୍କାନାଳ: ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ । ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ…

ଜେଲରେ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଅସୁସ୍ଥ, ପତ୍ନୀ ହତ୍ୟା ମାମଲାରେ କାଟୁଛନ୍ତି ସଜା

ଭୁବନେଶ୍ୱର : ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଅସୁସ୍ଥ । ଆଜୀବନ ସଜ୍ଜା କାଟୁଥିବା ଗୁଣୁପୁର ପୂର୍ବତନ ବିଧାୟକ ଜେଲରେ ଅସୁସ୍ଥ ହୋଇଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଝାରପଡ଼ା ଜେଲ୍ କର୍ତ୍ତୁପକ୍ଷ । ବୟସାଧିକ ଯୋଗୁଁ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର

ଦେବଗଡ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର । ଦେବଗଡ ଜିଲ୍ଲା ବାରକୋଟ ଥାନା ଆମ୍ବକଟା ସ୍ଥିତ ୨୨୦/୩୩ କେଭି ଗ୍ରୀଡ ସବଷ୍ଟେସନରେ ଅଘଟଣ । ଗୁରୁତର ୨ କର୍ମଚାରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ…