ଆଜିଠୁ ରମଜାନ୍ ମାସ ଆରମ୍ଭ, କାଲି ପ୍ରଥମ ରୋଜା ରଖିବେ ମୁସଲମାନ୍ ଭାଇ ଭଉଣୀ
ଭୁବନେଶ୍ୱର: ଆଜିଠୁ ରମଜାନ୍ ମାସ ଆରମ୍ଭ। ଆସନ୍ତାକାଲି ପ୍ରଥମ ରୋଜା। ପ୍ରତିବର୍ଷ ଏହି ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି ମୁସଲମାନ୍ ସଂପ୍ରଦାୟର ଭାଇ, ଭଉଣୀ। ୩୦ ଦିନ ଯାକ ସମସ୍ତେ କାଷ୍ଠା ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସେୟରୀ ତଥା…