ସଂସ୍କୃତି ବିଭାଗକୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ
ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଛି ଅନେକ କାର୍ଯ୍ୟାଳୟ, ସ୍ବୟଂଶାସିତ ସଂସ୍ଥା ଏବଂ ପ୍ରେକ୍ଷାଳୟ। ହେଲେ ଏସବୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବେ ଦିଗହରା। ବିଭିନ୍ନ ଏକାଡେମୀର ଥିବା ବାଇ-ଲ’ ଅନୁସାରେ କୌଣସି କାର୍ଯ୍ୟ…