୪୦ ଡିଗ୍ରି ଉପରେ ୨୫ ସହର: ୪୩.୫ ଡିଗ୍ରିରେ ଜଳିଲା ବାରିପଦା
ଭୁବନେଶ୍ବର: ପ୍ରବଳ ଖରାରେ ସାରା ରାଜ୍ୟ ସିଝୁଛି। ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରି ରେକର୍ଡ କରାଯାଇଛି। ଏହାରି ମଧ୍ୟରେ ମୟୂରଭଂଜର ଜିଲ୍ଲା ସଦର ମହକୁମା ‘ବାରିପଦା’ରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ…