Category: ରାଜ୍ୟ ଖବର

୪୦ ଡିଗ୍ରି ଉପରେ ୨୫ ସହର; ୪୪ ଡିଗ୍ରିରେ ସିଝିଲା ବାରିପଦା, ଭୁବନେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ଭଳି ଆଜି ପୁଣି ଥରେ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି। ମୟୂରଭଂଜ…

କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ତିନି ଜଣଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

କୋରାପୁଟ/ସେମିଳିଗୁଡ଼ା: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କୋଲାବ ଜଳଭଣ୍ଡାରରେ ଗୁରୁବାର ଅପରାହ୍‌ଣରେ ଦେଶୀ ଡଙ୍ଗା ବୁଡ଼ି ଘଟଣାରେ ଗତକାଲି ନିଖୋଜ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଥି ସହିତ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ମୃତକମାନେ…

ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର : ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଆମ୍ବେଦକରଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ତାଙ୍କର ଅବଦନାକୁ ମନେ ପକାଉଛି । ସମ୍ବିଧାନର ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ଆଜି ରାଜଧାନୀ…

ତେଲେଙ୍ଗାନାରେ ପୁଣି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାଟଣାଗଡ: ଧର୍ଯ୍ଯହରା ମା। ସମ୍ଭାଳି ପାରୁନି ନିଜ କୋହକୁ। ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ। ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ। ନିଜେ ଦମ୍ଭ ଧରି ନା ଛିଡା ହୋଇପାରୁଛି ନା…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନର ଯାଞ୍ଚ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଗିରିରାଜ ସିଂକହିଛନ୍ତି, ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି…

ଆମ୍ବ ଚୋରି କରିବାରୁ ପିଲାଙ୍କୁ ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି

ଭଦ୍ରକ : ବାଡିରୁ ଆମ୍ବ ତୋଳି ଖାଇବାରୁ କୁନି କୁନି ପିଲାଙ୍କୁ ନିସ୍ତୁକ ମାଡ଼ । ଆମ୍ବ ବଗିଚା ମାଲିକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ୫ ଜଣ ପିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଗାଁରେ । ଅସୁସ୍ଥ ପିଲାଙ୍କୁ…

‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି’

ଜୟପୁର : ‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି। ଯିଏ ଆମ ଚିନ୍ତା କରିଥାନ୍ତି, ଆମେ କିନ୍ତୁ ତାଙ୍କ କଥା ଚିନ୍ତା କରି ନ ଥାଉ। କାରଣ ଆମ ରକ୍ଷାକର୍ତ୍ତା ହେଉଛନ୍ତି ଖୋଦ ସୁଦର୍ଶନ ଚକ୍ରଧାରୀ।’ କାହାରି ନାଁ…

ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି)। ସେ କହିଛନ୍ତି, ଅତି ଖରାବେଳେ ଶ୍ରମିକମାନେ କାମ କରନ୍ତୁ ନାହିଁ। ଠିକ୍ ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରକୁ ସେ…

ଓଡ଼ିଆ ଘରର ନୂଆବର୍ଷ : ପଣା ସଂକ୍ରାନ୍ତି

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ,…

ରାଜନୀତିକ ବନ୍ଦୀଙ୍କୁ ମଧୁବାବୁ ପେନସନରେ ମିଳିବ ମାସିକ ୫୦୦ ଟଙ୍କା

ଭୁବନେଶ୍ବର : ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା ଆଇନ) ବଳରେ ଗିରଫ ହୋଇଥିବା ରାଜନୀତିକ ବନ୍ଦୀମାନଙ୍କୁ ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ଦେବେ। ଏଥିପାଇଁ ରାଜ୍ୟ ସରକାର ଗତକାଲି…