ଆଦିବାସୀ ଗାଁରେ ଅପହଞ୍ଚ ପିଇବା ପାଣି, ୬୮% ନଳକୂଅ ବ୍ୟବହାର ଯୋଗ୍ୟ ନୁହେଁ
ଭୁବନେଶ୍ବର : ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ବଚ୍ଛ ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ସ୍ଥାନୀୟ ଅଧିବାସୀ। ୧୫ଟି ଜିଲ୍ଲାର ୮୬୬ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତର ୯୬୯୬ ଗାଁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉପରେ ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି…