Category: ରାଜ୍ୟ ଖବର

ସହରାଞ୍ଚଳରେ ବନ୍ୟା ମୁକାବିଲା ପାଇଁ ସ୍ଥାପନ ହେବ ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର:ଆଗାମୀ ମୌସୁମୀ-୨୦୨୬ ପାଇଁ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକୁ ଏହି ନିର୍ଦ୍ଦେଶାବଳୀ ପାଳନ…

ଆସନ୍ତା ୮ରୁ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

କଟକ: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ । ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ…

ଭାଉଜକୁ ଗାଁ ଦାଣ୍ଡରେ ହାଣି ହତ୍ୟା କଲା ଦିଅର

ଗଞ୍ଜାମ : ହିଞ୍ଜିଳି ଥାନା ଖିରିଡା ଗାଁରେ ମଙ୍ଗଳବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି। ଭାଉଜକୁ ଗାଁ ଦାଣ୍ଡରେ ହାଣି ଦେଲା ଦିଅର। ମୃତ ମହିଳା ହେଲେ ପୂଜା ସ୍ୱାଇଁ। ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ…

ବିଜେଡିର ନୂଆ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ନୂଆ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ମଙ୍ଗଳବାର ଘୋଷଣା କଲା ବିଜେଡିା ଏମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି। ଉପସଭାପତି ଭାବେ ବାଲେଶ୍ୱରରୁ ରଘୁନାଥ ମହାନ୍ତି। ରଘୁନାଥ ଦାସ ଜଗତସିଂହପୁରରୁ ବରିଷ୍ଠ…

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର : ପ୍ରେମ ବ୍ୟାପାରକୁ ନେଇ ବାପଘର ଆଗରେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ପରେ ଜିଲା ଚିକିତ୍ସାଳୟକକୁ ସ୍ଥାନାନ୍ତର କରାଯାଇଛି ତାଙ୍କୁ। ଗୁରୁତର ଆହତ ମହିଳା ବାସୁଦେବାପୁର…

ପାଣି ପାଇଁ ରାସ୍ତା ଅବରୋଧ

ଭବାନୀପାଟଣା : ପାନୀୟ ଜଳ ସମସ୍ୟାକୁ ନେଇ ଧର୍ମଗଡ଼ ଶ୍ରୀରାମପୁର ର ଶତାଧିକ ମହିଳା ଆଜି ସକାଳୁ ଧର୍ମଗଡ଼ ଗୋଲାମୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସେହି ରାସ୍ତାରେ ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।…

ବିଜେଡିର ମିସନ -୨୦୨୭, ସଙ୍ଗଠନରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର : ବିଜେଡିର ମିସନ -୨୦୨୭ । ନୂଆ ମିସନ ପାଇଁ ନୂଆ ସେନା ପ୍ରସ୍ତୁତ । ଗ୍ରାସରୁଟକୁ ଫେରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲାରୁ ରାଜ୍ୟ ପର୍ଯ୍ୟନ୍ତ ସଙ୍ଗଠନରେ ବଡ଼ ହେବ ପରିବର୍ତ୍ତନ । ୨୦୨୪ ନିର୍ବାଚନ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ଏକ ରାଜନୈତିକ ଘଟଣାକ୍ରମେ, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ପଶ୍ଚିମ ବଙ୍ଗରେ ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ…

ଭିଜିଲାନ୍ସ ଜାଲରେ ଅମିନ ଓ ଆକାଉଣ୍ଟାଣ୍ଟ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଅମିନ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଫିସର ଅମିନ ନିର୍ମଳେନ୍ଦୁ କବିଙ୍କୁ ଧରିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି । ପାର୍ଟିସନ୍ ସୁଟକେଶ୍ ଲାଗି ୧୫ ହଜାର ଟଙ୍କା ଲାଞ୍ଚ…

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ସୋର : ଯୁବକକୁ ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତରେ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି । ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ…