Category: ରାଜ୍ୟ ଖବର

ଓଡ଼ିଶାର ଗର୍ଭବତୀ ମା’ଙ୍କ ସହିତ ନବଜାତ ଶିଶୁ ଓ କିଶୋର-କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ। ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୈନିକ…

ସୁନା ସୋ’ରୁମରୁ ଚୋରି ଘଟଣା: ୩ ଡକାୟତଙ୍କ ଫଟୋ ଜାରି

ଯାଜପୁର: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍‌ କରିଥିବା ୧୫ କ‌ିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍‌ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି…

୪୦ ଡିଗ୍ରି ଉପରେ ରାଜ୍ୟର ୧୮ ସହର, ୪୪.୩ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଛଟପଟ ହେଉଛି। ଗୁଳୁଗୁଳି ଅସହ୍ୟ ହୋଇଯାଉଛି। ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ୪୪ ଡିଗ୍ରି ଉପରେ ୪ଟି ସହର ଥିବା ବେଳେ ସମ୍ବଲପୁର…

ଲକ୍ଷାଧିକ ଟଙ୍କା ଖାଇଗଲା ଡାକ ବିଭାଗ, ଅଫିସ୍‌ରେ ପଡ଼ିଛି ତାଲା

କୋରାପୁଟ : ଉପଡାକ ଘରୁ ଲକ୍ଷାଧିକ ଟଙ୍କା ହଡପ୍‌ ଅଭିଯୋଗ। ନକଲି ପାସ୍‌ ବୁକ୍‌ ଦେଇ ଗରିବଙ୍କ ଟଙ୍କା ହଡପ୍‌ କରିନେଲେ ଡାକ କର୍ମଚାରୀ। ୧୪ ମାସ ପରେ ମଧ୍ୟ ଗରିବ ଜମାକାରୀଙ୍କୁ ମିଳିଲାନି ଟଙ୍କା। ତେଣୁ ସେମାନେ ଧାରଣାରେ ବସି…

ବିଲ୍ଡର ସଂସ୍ଥାର ଏମ୍‌ଡି ଗିରଫ, ଫ୍ଲାଟ୍ ଦେବେ କହି ୧୨୭ ଜଣଙ୍କ ଠାରୁ ୧୫ କୋଟି ଠକିଥିଲେ

ଭୁବନେଶ୍ବର : ଠକେଇ ଅଭିଯୋଗରେ ମିଶ୍ର କ୍ରିଏସନ୍‌ ପ୍ରା.ଲି. ବିଲ୍ଡର ସଂସ୍ଥାର ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ। ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଇଓଡବ୍ଲୁ (ଅର୍ଥନୀତିକ ଅପରାଧିକ ଶାଖା)। ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ…

ଭୟଙ୍କର କାଳବୈଶାଖି : ୨ ମୃତ

ନୟାଗଡ଼ : ଆଜି ଅପରାହ୍ନର କାଳବୈଶାଖି ଅସ୍ତ କରିଦେଲା ୨ ଜୀବନ। ବାଟରେ ଆସୁଥିବା ବେଳେ ଉପରେ ଗଛ ଡ଼ାଳ ପଡ଼ି ଯିବାରୁ ଏହି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଗୋଟିଏ ଘଟଣା ଘଟିଥିବା…

ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ ପ୍ରସଙ୍ଗ: ୧୯ରେ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଆସନ୍ତା ୧୯ ତାରିଖରେ ହରତାଳ ଡାକରା ଦେଇଛି…

ପୁଲିସ୍‌ ବତାଇଲା ପେଟେଣ୍ଟ ମେଡିସିନ୍‌! ମଦ ପିଉଥିଲେ ପାଣିରେ ଝାଡ଼ା ଔଷଧ ମିଶାଇ ଦେଇଦିଅ

କଟକ : ‘ସ୍ୱାମୀ ଓ ପୁଅ ମଦ ପିଉଥିଲେ ପାଣିରେ ଝାଡ଼ା ମେଡିସିନ୍‌ ମିଶାଇ ଦେଇଦିଅ। ସେହି ପାଣି ପିଇ ଝାଡ଼ା ହୋଇଗଲେ, ଆଉ ମଦ ପିଇବେ ନାହିଁ। କହିବ ତ ମେଡ଼ିସିନ୍‌ ଲେଖିଦେବି।’ ମଦକୁ ବିରୋଧ କରି ଆନ୍ଦୋଳନ କରୁଥିବା…

କାଠଯୋଡ଼ିକୁ ପ୍ରଦୂଷିତ କରୁଛି ସିଏମ୍‌ସି, ଚର୍ମ ଓ ପେଟ ରୋଗରେ ବାସିନ୍ଦା କଲବଲ

କଟକ : ଗନ୍ଧରେ ନାକ ଫାଟି ଯାଉଛି। ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି କଟକର କାଠଯୋଡ଼ି ନଦୀ। ସହରର ତମାମ ଆବର୍ଜନା ପାଣି ବର୍ଷବର୍ଷ ଧରି ଏହି ନଦୀ ପାଣିରେ ମିଶୁଛି। ଏଥିଯୋଗୁ କାଠଯୋଡ଼ି ପାଣିକୁ ଜହରରେ ପରିଣତ…