ମେ ୨୩ରୁ ଅନ୍ଲାଇନରେ ଚେକିଂ-ଆଡିସନ୍ ଆବେଦନ
କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟ ନମ୍ବରକୁ ନେଇ ସନ୍ଦେହ ରହିଛି, ସେମାନେ ଚଳିତ ମାସ ୨୩ ତାରିଖରୁ ଚେକିଂ-ଆଡିସନ ପାଇଁ ଅନ୍ଲାଇନରେ ଆବେଦନ କରିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି। ଅନ୍ୟପଟେ ମଧ୍ୟମା…