Category: ରାଜ୍ୟ ଖବର

ସତ ଓଗାଳିବା ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଭୁବନେଶ୍ବର : ଓଡ଼ିଶା ସିମ୍‌ ପାକିସ୍ତାନ ରେ ଅପରେଟ୍‌ ଘଟଣାର ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ଏସଟିଏଫ୍‌। ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଲାଗି ରିମାଣ୍ଡରେ ନେଇ ପଚରା ଉଚରା କରିବା ପାଇଁ STFକୁ କୋର୍ଟ ଅନୁମତି ଦେଇଛନ୍ତି।…

ଛାଇ-ଆଲୁଅ ଖେଳ; ଦୁଇ ମିନିଟ୍‌ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର

ଭୁବନେଶ୍ୱର: ଛାଇ-ଆଲୁଅର ଅଦ୍ଭୁତ ଖେଳ। ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇ ଗଲା। ଦୁଇ ମିନିଟ୍‌ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର। ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା।…

ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍। ସୂଚନା ଅନୁଯାୟୀ,…

ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ।…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନଙ୍ଗଙ୍କ ବୋହୂ ଅଦ୍ରିଜା, ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ କହିଲେ ପୁଷ୍କର ସିଂ ଧାମୀ

ଡେରାଡୁନ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଭେଟିଛନ୍ତି। ବାସ୍ତବରେ ଅଦ୍ରିଜା ମଂଜରୀ ହେଉଛନ୍ତି ବରିଷ୍ଠ ରାଜନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ | ତେବେ ପରିବାରରେ ଲାଗିଥିବା ଝଗଡା…

ତାପମାତ୍ରା: ୪୦ ଡିଗ୍ରି ଉପରେ ରାଜ୍ୟର ୧୪ ସହର; ସମ୍ବଲପୁରରେ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରବଳ ଖରାରେ ସାରା ରାଜ୍ୟର ଜନତା ଛଟପଟ ହେଉଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବା ବେଳେ ପବନର ବେଗ ଖୁବ୍‌ ମନ୍ଥର ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦…

ନୂଆ ମନ୍ତ୍ରୀ ହେବେ ବିକ୍ରମ, ସୁଦାମ ମାରାଣ୍ଡି ଓ ସାରଦା

ଭୁ‌ବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ବିଧାୟକ ବିକ୍ରମ କେଶରୀ ଆରୁଖ,…

ନଦୀପୋଲ ଉପରେ ସାଢ଼େ ୪ ଘଣ୍ଟା ଅଟକିଲା; ଡିଜେଲ ଇଞ୍ଜିନରେ ଧୀମେଇ ଧୀମେଇ ହାୱଡ଼ା ଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର/ଭଦ୍ରକ: ଦୁର୍ଘଟଣାର ସାମ୍ନା କରିବାର ପ୍ରାୟ ସାଢ଼େ ୪ ଘଣ୍ଟା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ହାୱଡା ଅଭିମୁଖେ ବାହାରିଛି ଯାଇଛି। ଦ୍ରୁତଗାମୀ ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ଧୀମେଇ ଧୀମେଇ ହାୱଡା ଅଭିମୁଖେ ଗଡ଼ିଛି। ତେଣୁ ଘଣ୍ଟା…

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ବରଗଡ଼: ରବିବାର ବରଗଡ଼ରେ ଏକ ଚଳନ୍ତା କାର୍‌ ରାସ୍ତା ଉପରେ ଜଳି ଯାଇଛି। ବିଜେପୁରରୁ ତିନିଜଣ ବ୍ୟକ୍ତି ଏକ କାର୍‌ (ଓଡି୧୭-୨୫୨୫)ରେ ବରଗଡ଼ ଫେରୁଥିଲେ। ଅମ୍ବାପାଲି ନିକଟରେ କାର୍‌ଟି ହଠାତ୍‌ ଜଳିଯାଇଥିଲା। କାର୍‌ରେ ବସିଥିବା ବ୍ୟକ୍ତିମାନେ ଓହ୍ଲାଇ ନିଆଁ ଲିଭାଇବାକୁ ଚେଷ୍ଟା…

ଚାନ୍ଦବାଲି ଭୋଟର ପରିବର୍ତ୍ତନ ପାଇଁ ମନସ୍ଥ କରି ସାରିଛନ୍ତି: ମନମୋହନ

ଚାନ୍ଦବାଲି: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଭୋଟର ୨୦୨୪ରେ ପରିବର୍ତ୍ତନ କରିବା ପାଇଁ ମନ ବଳାଇ ସାରିଛନ୍ତି। କେବଳ ତାଙ୍କ ସହ ଯୋଗ ସୂତ୍ର ରକ୍ଷା କରିବା ଆମ ମାନଙ୍କ ପ୍ରାଥମିକତା ରହିବା ଉଚିତ୍ ବୋଲି ଆଜିକାର ସଭାରେ ବିଜେପି ରାଜ୍ୟ ସଭାପତି…