କାମରେ ଆସୁନି ନଳକୂପ; ଜଙ୍ଗଲୀ ଝରଣା ଭରସାରେ ଜୀଉଁଛନ୍ତି ୩୦୦ ପରିବାର
ସୁନ୍ଦରଗଡ଼ : ନଳକୂପ ରହିଛି। ମାତ୍ର ତା’ ପାଣି କାମରେ ଆସୁନି। ତେଣୁ ଜଙ୍ଗଲୀ ଝରଣା ଭରସାରେ ଜୀଉଁଛନ୍ତି ୩୦୦ ପରିବାର। ଏପରି ଦୟନୀୟ ଚିତ୍ର ଆସିଛି ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଞ୍ଚଳରୁ। କୋଇଡା ବ୍ଲକ୍ କାଲଟା…
ସୁନ୍ଦରଗଡ଼ : ନଳକୂପ ରହିଛି। ମାତ୍ର ତା’ ପାଣି କାମରେ ଆସୁନି। ତେଣୁ ଜଙ୍ଗଲୀ ଝରଣା ଭରସାରେ ଜୀଉଁଛନ୍ତି ୩୦୦ ପରିବାର। ଏପରି ଦୟନୀୟ ଚିତ୍ର ଆସିଛି ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଞ୍ଚଳରୁ। କୋଇଡା ବ୍ଲକ୍ କାଲଟା…
ଗଜପତି : ଲାଞ୍ଚ ନେଇ ଫେରାଇଲେ ସବ୍ ଇନ୍ସପେକ୍ଟର ମାଡ଼ାମ। ଘଟଣା ପ୍ରଘଟ ହେବା ପରେ ଟ୍ରାନ୍ସଫର ହେଲେ। ହେଲେ ପ୍ରକୃତି ଛାଡ଼ିଲେ ନାହିଁ। ଅଭିଯୋଗକାରୀକୁ ଅପହରଣ କରାଇ ହରଡଘଣା ଫସି ଗଲେ। ଆଉ ଏବେ ଚାକିରିରୁ ନିଲମ୍ୱିତ ହେଲେ। ଏପରି…
ଭୁବନେଶ୍ବର : ଝାରସୁଗୁଡ଼ା ଜିଲ୍ଲାର ଦୁଇ ବ୍ଲକ ଲାଇକେରା ଓ କିରିମେରାକୁ ନେଇ ନବଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପାଇଁ ୯ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଗତ…
ଭୁବନେଶ୍ବର: ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା…
ଭୁବନେଶ୍ବର: ରାଜ୍ୟବ୍ୟାପି ମଙ୍ଗଳବାର ମୁଣ୍ଡଫଟା ଖରା ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟବାସୀ ଖରାଯୋଗୁଁ ତ୍ରାହିତ୍ରାହି ଡାକିଛନ୍ତି। ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ…
ବରଗଡ଼/ଗାଇସିଲାଟ୍ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ…
ଜଗତସିଂହପୁର : ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା। ପଣତ କାନିରେ ମୁହଁ ପୋଛି ଦେଉଥିଲା। ପୁଅର ସବୁ ଅଳିଅଝଟ ସହୁଥିଲା।ଆଜି ସେହି ମା’କୁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ଜଗତସିଂହପୁର…
ରାଉରକେଲା: ଇଏସ୍ଆଇ ଡିସ୍ପେନ୍ସାରୀ ଭଳି ଇଏସ୍ଆଇ ମଡେଲ ହସ୍ପିଟାଲ ଶ୍ରମିକଙ୍କୁ ଧୋକ୍କା ଦେଉଛି। ହସ୍ପିଟାଲର କାର୍ଯ୍ୟରତ ୧୨ ଡାକ୍ତରଙ୍କ ମଧ୍ୟରୁ ୯ ଜଣଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଆସିଛି। ଅର୍ଥାତ୍ ଆସନ୍ତା ଦିନରେ ମାତ୍ର ୩ ଡାକ୍ତରରେ ଚାଲିବାକୁ ଯାଉଛି ହସ୍ପିଟାଲ।…
ଭୁବନେଶ୍ବର : ରାଜ୍ୟ ସରକାର କିଛି ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ମାଗଣାରେ ଡାଏଲିସିସ୍ ସୁବିଧା ଦିଆଯାଉଛି। ଅଧିକାଂଶ ଚିକିତ୍ସାଳୟରେ ଏଚ୍ଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ନାହିଁ। ପ୍ରଶ୍ନ ଉଠୁଛି, ଯେଉଁ ମେସିନ୍ରେ ଅନ୍ୟମାନେ ଡାଏଲିସିସ୍ ହେଉଛନ୍ତି ସେହି…
ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳରେ ପ୍ରମୁଖ ସର୍ଭିସ୍ ରୋଡ୍ ଏବେ ବସ୍ମାନଙ୍କ କବ୍ଜାରେ। ଖଣ୍ଡଗିରି-ବରମୁଣ୍ଡା, ଖଣ୍ଡଗିରି ବସ୍ ଟର୍ମିନାଲ- ତପୋବନ ସ୍କୁଲ୍ ସର୍ଭିସ୍ ରୋଡ୍ରେ ବସ୍ଗୁଡ଼ିକ ପାର୍କିଂ କରୁଛନ୍ତି। ଦିନର ପ୍ରାୟ ସବୁ ସମୟରେ ଶହଶହ ବସ୍ ପାର୍କିଂ କରୁଥିବାରୁ ସ୍ବାଭାବିକ ଭାବେ…