ନବରଙ୍ଗପୁର ଜିଲ୍ଲାରେ ବାଇପାସ୍ ରୋଡ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବାଇପାସ ରୋଡ୍ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁରୀକୁ ଅନୁମୋଦନ ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।…