Category: ରାଜ୍ୟ ଖବର

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା…

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା…

ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସିସିଟିଭି ଜଗିବ ମାଟ୍ରିକ୍ ପରୀକ୍ଷା କପି

ଭୁବନେଶ୍ବର : ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ଯାହାର ଗାତିବିଧି ସମ୍ପର୍କରେ…

ଟୁଇଟ୍ କରି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟର ଜବାବ ରଖିଲେ ପ୍ରଣବ

ଭୁବେନଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ହୋଇଥିବା ବିଜେପିର ବିକ୍ଷୋଭ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବାରୁ ଏହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ…

ନିଜକୁ ଜାଳିଦେଲା ଯୁବକ, ଜଳୁଥିବାବେଳେ ଉଦ୍ଧାର କଲେ ଲୋକେ

ପୁରୀ: ନିଆଁରେ ପୋଡ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସହ ଦେହରେ ନିଆଁ ଲଗାଇ ଜଣେ ଯୁବକ ନିଜକୁ ଜାଳି ଦେଇଥିବା ସୂଚନା ମିଳିଛି। ପୁରୀର ବାସେଳିସାହି ଥାନା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ…

ସରକାର ଡାହାଣୀ ଗୁଣିଆ କାହାଣୀ କହୁଛନ୍ତି: ଜୟନାରାୟଣ

ଭୁବନେଶ୍ୱର: କୋର୍ଟଙ୍କ ରାୟ ନେଇ ବିରୋଧି ଦଳ ନେତା ଜୟନାରାୟଣ ମନ୍ତବ୍ୟ ଦେଇଛନ୍ତି । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି ।…

ହୋଲି ପର୍ବରେ ଅଘଟଣ ଏଡ଼ାଇବା ପାଇଁ ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ : ଅଗ୍ନିଶମ ଡିଜି

କଟକ: ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ। କୋଭିଡ କଟକଣା ପାଇଁ ଗତ ତିନି ବର୍ଷ ହେବ ସେଭଳି ହୋଲି ଖେଳ…