ଚାଷୀକୂଳ ପାଇଁ ଚେତାବନୀ, ଚଳିତ ବର୍ଷ ଓଡିଶାରେ କମ ବର୍ଷା
ଭୁବନେଶ୍ୱର : ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ!…
ଭୁବନେଶ୍ୱର : ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ!…
ଅନୁଗୁଳ: ଜଳିଗଲେ ବାଇକ୍ ଆରୋହୀ । ଅନୁଗୁଳ ଜିଲ୍ଲା ସମଲ ଥାନା ସମାକୋଇ ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୪୯ ନମ୍ବର ଜାତୀୟ ରାଜପଥର ସମାକୋଇ ବ୍ରିଜ୍ ଉପରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ସହ…
କାଲିମେଳା: ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ। ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ ।…
ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି…
ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ…
ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ନେଇ ଗ୍ରୀନ ସିଗନାଲ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା । ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକ ସରକାରଙ୍କ ଦୁଇ ବର୍ଷର ଶାସନ କାଳର ସମୀକ୍ଷା ଏବଂ ଆଗାମୀ…
ଟିଟିଲାଗଡ଼ : ରାଜ୍ୟରେ ପାରଦ ମିଟର ବଢିଚାଲିଛି । ଅଧିକାଂଶ ଜିଲ୍ଲାରେ 40 ଉପରେ ତାପମାତ୍ରା । ଏହା ଭିତରେ ଆସିଛି ଏକ ଅଂଶୁଘାତ ମୃତ୍ୟୁ ଖବର । ଗତ 25 ତାରିଖ ଟିଟିଲାଗଡ ସହରର ମହାରାଜ ସାଗର ହିଡ ଉପରୁ…
ଘଟଗାଁ : କାର ଦୁର୍ଘଟଣାରେ ଦୁଇ ମୃତ । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଛକ ନିକଟରେ କାର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାଇ…
ଜଗତସିଂହପୁର: ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନି । କିନ୍ତୁ…