Category: ଅପରାଧ

ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ଓଏସଏସସି ପ୍ରଶ୍ନପତ୍ର; ପର୍ଦ୍ଦାଫଶ କଲେ ଏସପି

ଭୁବନେଶ୍ୱର: କେଉଁଠୁ ଲିକ ହେଲା ପ୍ରଶ୍ନପତ୍ର ? କେମିତି ଲିକ ହେଲା ? ସାମ୍ନାକୁ ଆସିଲା ରହସ୍ୟ । ଆଉ କେଉଁଠୁ ନୁହେଁ, ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ।…

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା…

ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ । ଆର.କେ ମାର୍ବଲ ରେଷ୍ଟ ରୁମ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଗୋଲାବାଇ ଗାଁର ଅଭିମନ୍ୟୁ ସାମନ୍ତରାୟ । ଗତକାଲି ରାତିରେ ସ୍ତ୍ରୀ ସହ ଭିଡିଓ…

ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ…

ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲା ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ । ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର…

ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ…

ବିଚ୍‌ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଲେ ୫ ଦୁର୍ବୃତ୍ତ

କଟକ: ମଝି ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ। ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକମାନେ…

ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ପାରିବାରିକ କଳହକୁ ନେଇ ନେଇ ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ ।…

ବନବିଭାଗ ହେପାଜତରୁ ଶିକାରୀ ଫେରାର

ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ରେଞ୍ଜରେ ଜବତ ୪କଲରାପତିରିଆ ବାଘଛାଲ ଘଟଣାରେ ରବିବାର ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରୁପାଏ ମାରାଣ୍ଡି ଚିକିତ୍ସା ଅବସ୍ଥାରେ ଗତକାଲି ରାତିରେ ବାରିପଦା ପିଆରଏମ ଡ଼ାକ୍ତରଖାନାରୁ ଚମ୍ପଟ ମାରିଛି। ରୁପାଏ ଛାତିରେ…

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ଭଦ୍ରକ: ଶନିବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଏଏସ୍ଆଇ। ଏଏସଆଇ ମାନସ କୁମାର ପରିଡା ଜିଲ୍ଲାର ବନ୍ତ ଥାନାରେ ନିୟୋଜିତ ଥିଲେ। ପୂର୍ବରୁ ରୁଜୁ ହୋଇଥିବା ଏକ ଜମିଜମା ବିବାଦ ମାମଲାରେ ଅଭିଯୋଗକାରୀ…