Category: ଅପରାଧ

ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଥାନାରେ ସ୍ବାମୀ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ ଘଟଣା ଘଟିଛି। ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ମୃତ ମହିଳା ଜଣକ ହେଉଛନ୍ତି ମାମା ପ୍ରଧାନ। ସୂଚନା ଅନୁସାରେ ଭରତପୁର…

ଅପରାଧୀ ପୁଅକୁ ଜେଲ୍ ପଠାଇଲେ ବାପା

ବଲାଙ୍ଗିର : ଅପରାଧୀ ପୁଅକୁ ଜେଲ ପଠାଇଲେ ବାପା। ଘଟଣା ଘଟିଛି ବଲାଙ୍ଗିରରେ ସହରର ରାଜୀବନଗର ପଡାରେ। ବାପା ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ଏତଲା ଆଧାରରେ ପୁଅ ନୀଳକଣ୍ଠ ପଟ୍ଟନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ସୂଚନା ଅନୁସାରେ, ନୀଳକଣ୍ଠ…

ସି-ସୋର ମାମଲାରେ ପ୍ରଭାତଙ୍କୁ ନିରାଶ କଲେ ହାଇକୋର୍ଟ

କଟକ : ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକରେ ବିଚାର ଶେଷ କରିବାକୁ…

ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ।…