ଭୋକ ଉପାସରେ କୁଷ୍ଠାଶ୍ରମର ୨ ଶହ ଅନ୍ତେବାସୀ, ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବସିରହିଲେ
କଟକ: ଭୋକ ଉପାସରେ କୁଷ୍ଠ ଆଶ୍ରମର ୨ ଶହ ଅନ୍ତେବାସୀ । ଅସହ୍ୟ ଗୁଳୁଗୁଳିରେ ଖାଦ୍ୟ ଅପେକ୍ଷାରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ । କଟକ ନୂଆବଜାର ଗାନ୍ଧୀପଲ୍ଲୀ ସ୍ଥିତ କୁଷ୍ଠାଶ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି…