Author: iodishaadmin

ଗଲ୍‌ଫରେ ତେଜିଲା ଯୁଦ୍ଧ ପରିସ୍ଥିତି, କୁଏତ ଉପରେ ଇରାନର ଭୀଷଣ ଆକ୍ରମଣ

କୁଏତ: ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଆଜି ପୁଣି ଭୀଷଣ ରୂପ ନେଇଛି| ଇରାନ ପକ୍ଷରୁ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି…

ରେସ୍ତୋରାଁରେ ଭୟଙ୍କର ଅଗ୍ନିକାଣ୍ଡ : ୨୧ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ହଠାତ୍ ଲାଗିଲା ନିଆଁ। ସବୁକିଛି ପୋଡି ପାଉଁଶ ହୋଇଗଲା। ବୁଧବାର ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଗଞ୍ଜାମ ଜିଲ୍ଲାକୁ ମିଳିଲା ତିନି ଜାତୀୟ ପୁରସ୍କାର

ଛତ୍ରପୁର: ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲାରେ ସୁନାମ ଆଣିଛି ଏହି ସଫଳତା। ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦିଲ୍ଲୀ ରେ ଆଜି ପୁରସ୍କୃତ ହୋଇଛନ୍ତି।ଦୀନଦୟାଲ ଉପାଧ୍ୟାୟ ପଚାଂୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି ପଚାଂୟତ…

ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ; ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ଉପକୂଳ ଅଞ୍ଚଳରେ ସୁଗମ ଯାତାୟତ।ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ । ନୂଆ ଉପକୂଳ ରାଜପଥ ପାଇଁ ମୋଟ ବ୍ୟୟ ଅଟକଳ…

ଗୁଣି ସନ୍ଦେହରେ କାଠ ଫାଳିଆରେ ପିଟି ପିଟି ହତ୍ୟା

ବୈପାରୀଗୁଡା : ଅନ୍ଧ ବିଶ୍ଵାସ କରୁଣ ପରିଣତି । ଗୁଣି ଗାରେଡି ସନ୍ଦେହରେ ହତ୍ୟା । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କୁନ୍ଦୁରା ବ୍ଳକ ଘୁମର ପଂଚାୟତର ଝଡିଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସେହି…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ବଜ୍ରାଘାତରେ ଗୁରୁତର ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ

ଯାଜପୁର : ଦେଢ଼ କିମି ଷ୍ଟ୍ରେଚରରେ ବୁହାହେଲେ ବ୍ରଜଘାତରେ ଶିକାର ହୋଇଥିବା ମହିଳା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତ ମଙ୍ଗରାଜପୁର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଆଜି ଅପରାହ୍ନରେ ବର୍ଷା ସହ ବିଜୁଳି…

୭ ଘଣ୍ଟାର କସରତ ପରେ ନରହନ୍ତା ଦନ୍ତାକୁ କାବୁ କଲା ବନ ବିଭାଗ

ଅନୁଗୁଳ: ୭ ଘଣ୍ଟାର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି । ଗତ ୨୦ ତାରିଖରେ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ଅଞ୍ଚଳ ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ସରକାରୀ ଗାଡ଼ିର ତେଲ ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପରେ ଆଗୁଆ ପୈଠ ହେବ ଟଙ୍କା

ଭୁବନେଶ୍ୱର: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍‌କୁ ଆଗୁଆ ପୈଠ କରିବେ ସରକାର। ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଦେବାକୁ…

ହାଜତ ମୃତ୍ୟୁ ଘଟଣା, ବଦଳିଲେ କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ

ବ୍ରହ୍ମପୁର : ବଦଳିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ । ଥାନାର ସମସ୍ତ ୨୩ ଜଣ ଷ୍ଟାଫ ଓ ବାଲିଛାଇ ଫାଣ୍ଡିର ୩ ଜଣ ଷ୍ଟାଫଙ୍କୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ…