Author: iodishaadmin

କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ଉଦଳା : କଟକ କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର । ଅନ୍ୟ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ

କଟକ: ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ସାମୟିକ ଭାବେ ବସ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ଘରୋଇ ବସ ମାଲିକ ସଙ୍ଘ । ୧୪ ଟି…

ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେପି ପ୍ରାର୍ଥୀ ଭାବେ ୩ ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି…

ଖରା ନକମିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ବର: ବଢ଼ିପାରେ ଖରାଛୁଟି । ଖରା ନକମିଲେ ବଢ଼ିପାରେ ଖରାଛୁଟି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି କହିଛନ୍ତି ମନ୍ତ୍ରୀ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ…

ଟଙ୍କା ପାଇଁ ଡାକ୍ତରଖାନରେ ବନ୍ଧା ପଡିଛି ମୃତଦେହ, ଆଣିବା ପାଇଁ ମାଆ-ବାପାଙ୍କ ଆକୁଳ ନିବେଦନ

ଟିଟିଲାଗଡ଼: ଟଙ୍କା ପାଇଁ ୪ ଦିନ ହେଲା ବନ୍ଧା ପଡିଛି ମୃତଦେହ । ମୃତଦେହ ଆଣିଦେବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ । ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଟଙ୍କା ପାଇଁ ଭେଣ୍ଡିଆ ପୁଅର…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ

ଭଦ୍ରକ: ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ…

ଡେଲିଭେରୀ ବୟଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଡେଲିଭେରୀ ବୟଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା–ଗଣ୍ଡମୁଣ୍ଡା ରାସ୍ତାରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ତାପସ ବେହେରା ନାମକ ଜଣେ ଯୁବକ ଡେଲିଭେରୀ…

‘ଅପରେସନ ଡେଲଟା ହଣ୍ଟ୍‌: ୩୬୨ ବାଂଲାଦେଶୀ ଗିରଫ, ୭୮୨ ସନ୍ଦୀଗ୍ଧ ଅଟକ

ଅହମଦାବାଦ: ଗୁଜରାଟରେ ଅପରେସନ ଡେଲଟା ହଣ୍ଟ୍‌’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ମଧ୍ୟ ଅପରେସନ୍‌ ଡେଲଟା ହଣ୍ଟ୍‌ ଅଧୀନରେ ୭୮୨ ସନ୍ଦୀଗ୍ଧଙ୍କୁ ଅଟକ ରଖି…

ଗାଜାରେ ଇସ୍ରାଏଲର ଆକ୍ରମଣ, ୮ ମୃତ, ୧୫ ଆହତ

ଗାଜା : ଗାଜାରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗାଜା ସହରର ପଶ୍ଚିମ ଭାଗରେ ଏକ ଜନବସତି ଅଞ୍ଚଳରେ ଏକ ଘର ଉପରେ ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣଙ୍କର ମୃତ୍ୟୁ…

କୁଏତରୁ ଫେରୁଥିଲା ବେଳେ ଡ୍ରୋନ ଆକ୍ରମଣରେ ଚାଲିଗଲା ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ : କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ମଧ୍ୟପ୍ରଦେଶର ଉଜ୍ଜୟନୀର ବାସିନ୍ଦା ୫୦ ବର୍ଷ ବୟସ୍କ ମଞ୍ଜୁର ଅହମ୍ମଦଙ୍କ ମୃତ୍ୟୁ ହୋଇଛି । ମଞ୍ଜୁର ତାଙ୍କ ଭାଣିଜୀଙ୍କ ବାହାଘର ପାଇଁ ଭାରତ ଫେରୁଥିବା ବେଳେ ଆକ୍ରମଣର ଶିକାର…