ଅଫିସ ଭିତରେ ପୂର୍ବତନ ପ୍ରେମିକାଙ୍କୁ ଛୁରୀ ଭୁଷି ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ
ମୋହାଲି : ପଞ୍ଜାବ ମୋହାଲିରେ ଲୋମଟାଙ୍କୁରା ଘଟଣା । ମୋହାଲି ଫେଜ-୧୧ ସ୍ଥିତ ଏକ ପ୍ରାଇଭେଟ ଅଫିସରେ କାମ କରୁଥିବା ୩୦ ବର୍ଷୀୟା ଯୁବତୀଙ୍କୁ ପୂର୍ବତନ ପ୍ରେମିକ ଛୁରାମାଡ଼ କରି ହତ୍ୟା କରିଛି । ଏହି କାଣ୍ଡ ଭିଆଇବା ପରେ ନିଜେ…