Author: iodishaadmin

ବଢୁଛି ତାତି; ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଏସଓପି ଜାରି, ସକାଳେ ହେବ ସବୁ ପରୀକ୍ଷା

ଭୁବନେଶ୍ୱର : ଧିରେ ଧିରେ ବଢୁଛି ତାତି । ତେଣୁ ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି…

ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ ଦୁର୍ଘଟଣାଗ୍ରସ୍ତ, ୨୦ କଳାକାର ଗୁରୁତର

ଦେବଗଡ଼: ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ । ୨୦ରୁ ଅଧିକ କଳାକାର ଗୁରୁତର ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ସଡୋ -ଭୁଗୁରାପାଳ ଘାଟି ରାସ୍ତାରେ ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ…

ସମ୍ବଲପୁର କୋର୍ଟକୁ ବୋମା ଧମକ, ତଦନ୍ତ ଜାରି

ସମ୍ବଲପୁର: କିଛି ଦିନ ବ୍ୟବଧାନ ପରେ ପୁଣି କୋର୍ଟକୁ ବୋମା ଧମକ ମିଳିଛି । ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ବୋମା ଧମକ ମିଳିଥିବା ଖବର ରହିଛି । ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ…

କିଶୋରୀ ନେବେ HPV ଟିକା, ଅଧାର କାର୍ଡ ଓ ବୟସ ପ୍ରମାଣପତ୍ର ସହିତ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର…

ଓମାନ ଉପକୂଳରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ, ଜାହାଜରେ ଥିଲେ ୧୫ ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହେଉଛି ଯୁଦ୍ଧ । ଏହାରି ଭିତରେ ଓମାନ ଉପକୂଳରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବା ଖବର ଆସୁଛି । ଆକ୍ରମଣରେ ତୈଳ ଜାହାଜରେ ଥିବା ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଜାହାଜରେ…

CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମଧ୍ୟପ୍ରାଚ୍ୟର ପରିସ୍ଥିତି ଯୋଗୁଁ ମାର୍ଚ୍ଚ ୨ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବୋର୍ଡ କହିଛି ଯେ ନୂତନ ତାରିଖ ପରେ ଘୋଷଣା କରାଯିବ। ବାହାରିନ,…

ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ପ୍ରତିବାଦ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ।…

ଦୁବାଇରେ ଫସିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ

ଦୁବାଇ : ଦୁବାଇ ବିମାନବନ୍ଦରରେ ଫସିଲେ ବ୍ୟାଡମିଣ୍ଟିନ ଷ୍ଟାର ପି.ଭି. ସିନ୍ଧୁ । ଦୁବାଇ ବିମାନବନ୍ଦରରେ ଇରାନର ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ମଧ୍ୟରେ ପି.ଭି. ସିନ୍ଧୁ ଫସି ରହିଛନ୍ତି । ସେ ନିଜର ଅନୁଭୂତି ବାଣ୍ଟିଛନ୍ତି ।…

ଇରାନ-ଇସ୍ରାଏଲ ଯୁଦ୍ଧ : ଅନେକ ଦେଶର ପ୍ରମୁଖ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣର ଜବାବ ଦେଇ ଇରାନ ଇସ୍ରାଏଲ ସହିତ କତର, କୁଏତ, ବାହରିନ, ୟୁଏଇ ସମତେ ଅନେକ ଦେଶ ଉପରେ ମିସାଇଲ ଆକ୍ରମଣ କରିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଅନେକ ଦେଶର ପ୍ରମୁଖ…

ଖାମେନେଇଙ୍କ ମୃତ୍ୟୁ ପରେ କରାଚୀରେ ହିଂସା, ୧୦ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ହୋଇଛି । ବଙ୍କରରେ ଲୁଚିଥିଲେ ମଧ୍ୟ ସେ ବର୍ତ୍ତିପାରି ନାହାଁନ୍ତି । ପାକିସ୍ତାନ ଇରାନ ସମର୍ଥନରେ ବାହାରି ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା…